Home Breaking News / ତାଜା ଖବର କେନ୍ଦ୍ରାପଡା ତିନିମୁହାଣି ଛକରେ ମାସ୍କ ଚେକିଙ୍ଗକୁ ନେଇ ତୁମୁଳକାଣ୍ଡ

କେନ୍ଦ୍ରାପଡା ତିନିମୁହାଣି ଛକରେ ମାସ୍କ ଚେକିଙ୍ଗକୁ ନେଇ ତୁମୁଳକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣି ଛକ ନିକଟରେ ଆଜି ହେଲମେଣ୍ଟ ଏବଂ ମସ୍କ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଏବଂ ପୋଲିସ୍ ମଧ୍ୟରେ ମାଡ଼ ଗୋଳ ଦେଖିବାକୁ ମିଳିଛି ସେହି ବ୍ୟକ୍ତି ଜଣକ ସେନା ଅଧିକାରୀ ହୋଇଥିବା ନେ଼ଇ ସସ୍ପେନ୍ସ କରାଯାଉଛି l ଯାହା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି

related posts

Leave a Comment