Home Breaking News / ତାଜା ଖବର ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ ସଙ୍ଗରେ 3 ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ ସଙ୍ଗରେ 3 ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ସଦାଶିବ ସରାଫ): ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଏସ ପି ସାରା ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ବିସମ୍ବର ଭୋଇଙ୍କ ମୁରିବାହଲ ବ୍ଲକ ଚଲକୀ ରେ ଥିବା ସରକାରୀ କାର୍ଯ୍ୟାଳୟ ପାଟଣାଗଡ଼ ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜବାସଭବନ ତମିଆଁରେ ଭିଜିଲାନ୍ସର ଚଢ଼ାଉ। ଶ୍ରୀ ଭୋଇ ମୁରିବାହଲ ବ୍ଲକ ଚଲକୀ ରେ ପଞ୍ଚ।ୟତ ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟରତ। ଏହି ଚଢ଼ାଉ ସମୟରେ ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେ ଙ୍କ ନେତୃତ୍ୱରେ ସମ୍ବଲପୁର ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଚଢ଼ାଉରେ ଭାଗ ନେଇଥିଲେ। ଏହି ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା କିଛିଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ନଗଦ 44ହଜାର 800 ଟଙ୍କା ଓ କିଛି ସୁନା ଗହଣା ଜବତକରିବାସହ ଯାଞ୍ଚ ଚାଲିଛି।

related posts

Leave a Comment