Home Breaking News / ତାଜା ଖବର ରକ୍ତଦାନ ଶିବିର ଅନୁଷ୍ଠିତ

ରକ୍ତଦାନ ଶିବିର ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର): ଆଜି ନୂଆପଡା ଜିଲ୍ଲା କୋମନା ପୁରୁଣା ବ୍ଲକ ପରିସରରେ ନୂଆପଡା ବିଜେଡି ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇ ଅଛି, ଉକ୍ତ ଶିବିର ରେ 132 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା, ନୂଆପଡା ଜିଲ୍ଲା ର ଅନେକ ଯୁବକ ଯୁବତୀଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଥିଲା, “ରକ୍ତଦାନ ଏକ ମହତ ଦାନ ” ଏହାର ଯଥାର୍ଥତା ସମସ୍ତଙ୍କୁ ବୁଝିବାକୁ ପଡିବ ବୋଲି ନୂଆପଡା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ମତ ଦେଇଥିଲେ,
ହେମନ୍ତ କର, କାଳିଆ ପ୍ରଧାନ, ଡମ୍ବରୁଧର ଘିବେଲା,ଅବନୀ ଯୋଶୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ଥିଲେ l

related posts

Leave a Comment