Home Breaking News / ତାଜା ଖବର ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ ଘଟିଛି । ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ତାଙ୍କର ନିଧନ ଘଟିଛି । ସୋସିଆଲ ମିଡିଆରେ ଅକ୍ଷୟ କୁମାର ଏକ ପୋଷ୍ଟ ଲେଖିଛନ୍ତି ଏନେଇ ସୂଚନା ଦେଇଛନ୍ତି । ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲେଖ କରିଛନ୍ତି , ସେ ମୋର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରହିଥିଲେ, ଆଜି ମୋତେ ଅସହନୀୟ କଷ୍ଟ ଅନୁଭବ ହେଉଛି ।

related posts

Leave a Comment