Home Breaking News / ତାଜା ଖବର ତାଲିବାନ ସରକାରକୁ ମାନ୍ୟତା ଦେବନାହିଁ ଆମେରିକା- ବାଇଡେନ

ତାଲିବାନ ସରକାରକୁ ମାନ୍ୟତା ଦେବନାହିଁ ଆମେରିକା- ବାଇଡେନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ସେପ୍ଟେମ୍ୱର ୧୧ ତାରିଖରେ ତାଲିବାନ ଏହାର ନୂଆ ସରକାର ଗଠନ କରିବାକୁ ଯାଉଛି । ଏଥିପାଇଁ ତାଲିବାନ ଋଷ, ଚୀନ, ପାକିସ୍ତାନ ସମେତ ୬ ବନ୍ଧୁ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରି ବିଶ୍ୱ ସ୍ତରରେ ଏହି ସରକାରକୁ ଅନୁମତି ପାଇବାକୁ ଉଦ୍ୟମ କରୁଛି । ଏପରି ସମୟରେ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନ ବଡ ବାର୍ତା ଦେଇଛନ୍ତି । ତାଲିବାନ ସରକାରକୁ ଆମେରିକା ମାନ୍ୟତା ଦେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ । ଆଗରୁ ଆକଳନ କରାଯାଉଥିଲା ଆଇଏସଆଇଏସ ବିରୋଧରେ ଆମେରିକା ଓ ତାଲିବାନ ନିକଟତର ହେବେ । ବର୍ତମାନ ବାଇଡେନଙ୍କ ଏପରି ବୟାନ ଏପରି ଆକଳନକୁ ଭୁଲ ପ୍ରମାଣିତ କରିଛି । ଆମେରିକା ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ବୋଲି ସ୍ପଷ୍ଟ କରିବା ଆଫଗାନିସ୍ତାନର ତାଲିବାନ ସରକାର ପାଇଁ ବଡ ଝଟକା ପରି ହେବ ନିଶ୍ଚୟ । ବିଶ୍ୱ କୂଟନୀତିରେ ଆଫଗାନିସ୍ତାନକୁ ସମସ୍ୟା ହୋଇପାରେ ।

related posts

Leave a Comment