Home Breaking News / ତାଜା ଖବର ବର୍ଷପୂର୍ତି ଦିନ ତାଲିବାନ ଗଠନ କରିବ ନୂଆ ସରକାର-ସୂତ୍ର

ବର୍ଷପୂର୍ତି ଦିନ ତାଲିବାନ ଗଠନ କରିବ ନୂଆ ସରକାର-ସୂତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଅଗଷ୍ଟ ୧୫ ତାରିଖରେ ଦଖଲ କରିଥିଲେ । ହେଲେ ବର୍ତମାନ ସୁଦ୍ଧା ସରକାର ଗଠନ କରିବାରେ ତାଲିବାନ ସଫଳ ହୋଇପାରିନି । ଏହା ମଧ୍ୟରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ବଡ ସୂଚନା ଆସିଛି । ଆସନ୍ତା ସେପ୍ଟେମ୍ୱର ୧୧ ତାରିଖରେ ୯/୧୧ ବର୍ଷପୂର୍ତି ଦିନ ତାଲିବାନ ଆଫଗାନିସ୍ତାନରେ ନୂଆ ସରକାର ଗଠନ କରିବ ତାଲିବାନ । ଏନେଇ ତାଲିବାନ ନେତା ମୁଲ୍ଲା ଘନୀ ବରାଦର ପୁରା ପ୍ରସ୍ତୁତି କରିଥିବା ଜଣାପଡିଛି । ଏହି ସରକାରରେ ବିଭିନ୍ନ ସଂଗଠନକୁ ସାମିଲ କରାଯିବ ବୋଲି ଯୋଜନା ରହିଛି । ନୂଆ ସରକାର ଗଠନ ସମୟରେ ବିଶ୍ୱର ତାଲିବାନର ୬ଟି ବନ୍ଧୁ ରାଷ୍ଟ୍ର ଚୀନ, ଋଷ, ତୁର୍କୀ, କତାର, ପାକିସ୍ତାନକୁ ନିମନ୍ତ୍ରଣ ମିଳିଛି ।

related posts

Leave a Comment