Home Breaking News / ତାଜା ଖବର ବଦଳିବ ଆଫଗାନିସ୍ତାନର ପତାକା ଓ ରାଷ୍ଟ୍ରଗାନ, ନୂଆ ସରକାର ସମୟରେ ହେବ ଉଦଘାଟନ

ବଦଳିବ ଆଫଗାନିସ୍ତାନର ପତାକା ଓ ରାଷ୍ଟ୍ରଗାନ, ନୂଆ ସରକାର ସମୟରେ ହେବ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନରେ ତାଲିବାନ ନୂଆ ସରକାର ଗଠନ ସମୟରେ ଆଫଗାନିସ୍ତାନର ପତାକା ଓ ରାଷ୍ଟ୍ରଗାନ ବଦଳିବ । ନୂଆ ପତାକା ଓ ରାଷ୍ଟ୍ରଗାନ ନିର୍ମାଣ ନେଇ ତାଲିବାନ ନେତା କାମ କରୁଛନ୍ତି । ସରକାର ଗଠନ ସମୟରେ ଏହାର ଲୋକାର୍ପଣ କରାଯିବ ବୋଲି ଜଣାପଡିଛି । ଏହି ନୂଆ ପତାକା ଓ ରାଷ୍ଟ୍ରଗାନ କେଉଁଠି କିଏ ତିଆରି କରୁଛି ତାହା ଜଣାପଡିନାହିଁ ।

related posts

Leave a Comment