Home Breaking News / ତାଜା ଖବର ନୟାଗଡ଼ ଜିଲ୍ଲାରେ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘର ଜନକଲ୍ୟାଣ ସଭାରେ ଯୋଗଦେଲେ କାମାକ୍ଷାନଗରର ଦେବିଦତ

ନୟାଗଡ଼ ଜିଲ୍ଲାରେ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘର ଜନକଲ୍ୟାଣ ସଭାରେ ଯୋଗଦେଲେ କାମାକ୍ଷାନଗରର ଦେବିଦତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୟାଗଡ଼ ଜିଲ୍ଲା ର ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ର ଜନକଲ୍ୟାଣ ସଭାରେ ଯୋଗ ଦେଲେ ଢେଙ୍କାନାଳ ଜିଲ୍ଲା ସଭାପତି ସ୍ଵାଧୀନଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବୀଦତ୍ତ ମହାପାତ୍ର, ଉପ ସଭାପତି ପ୍ରିୟବ୍ରତ ମହାପାତ୍ର, ପରିଚାଳନା ସଦସ୍ଯ ମାନସ ରଞ୍ଜନ ରଣା, ସଙ୍ଗ୍ରାମ ମହାପାତ୍ର, ସମ୍ବିତ ମହାପାତ୍ର, ବଳରାମ ଦାସ ଆଦି ଯୋଗଦେଇଥିଲେ | ଉକ୍ତ ସଭାରେ ଶୈବ ସଂସ୍କୃତି ର ପୂନରଉଧାର, ବିପର୍ଯ୍ୟସ୍ତ ପୁରାତନ ଶୈବପୀଠ ର ପୁନରୁଦ୍ଧାର | ଶୈବ ସେବାୟତ ମାନଙ୍କ ପ୍ରାପ୍ଯ, ଗୋ ସୁରକ୍ଷା ଆଦି ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ଉକ୍ତ ସଭା ରେ ସଭାପତିତ୍ବ କରିଥିଲେ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ପରମ ଶୈବ ଲଲିତ ମହାପାତ୍ର, ସମ୍ପାଦକ ଆଚାର୍ଯ ବ୍ୟୋମୋକେଶ ମହାପାତ୍ର, ମୂଖ୍ୟ ଅତିଥି ରୂପେ ଖଣ୍ଡପଡ଼ା ରାଜକୁମାର ତଥା ପୂର୍ବବତ ବିଧାୟକ ସିଦ୍ଧାର୍ଥ ସିଂହ ଯୋଗ ଦେଇଥିଲେ ।

related posts

Leave a Comment