Home Breaking News / ତାଜା ଖବର ପୋଖରୀରେ ବୁଡି ଦୁଇ ବାପ ଝିଅଙ୍କ ମୃତ୍ୟୁ

ପୋଖରୀରେ ବୁଡି ଦୁଇ ବାପ ଝିଅଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡା(ମିଥୁନ ସାଗର): ନୂଆପଡା ଜିଲା ଏନଏସି ଅନ୍ତର୍ଗତ ସାଲେଭଟା ଗ୍ରାମରେ ଏକ ଦୁଖଦଃ ଘଟଣା ପୋଖରୀରେ ବୁଡି ଦୁଇ ବାପ ଝିଅଙ୍କ ମୃତ୍ୟୁ,
ସାଲେଭଟା ଗ୍ରାମର ରୋହିତ ମାଝୀ ଏବଂ ତାଙ୍କ ସାତ ବର୍ଷର ଝିଅ ଦୀପିକା ମାଝୀ ପୋଖରୀରେ ଗାଧୋଇ ଯାଇ ଥିବା ବେଳେ ଶୋଚନୀୟ ଭାବରେ ମୃତ୍ୟୁ ହୋଇ ଯାଇଛି, ଘଟଣା ଟି ଆଜି ସକାଳ 11 ଟା ସମୟର ହେଲେ ସନ୍ଧ୍ୟା ଯାଏ ସରକାର କିମ୍ବା ପ୍ରଶାସନ ତରଫରୁ କେହି ମଧ୍ୟ ଘଟଣା ସ୍ଥଳ କୁ ପହଂଚି ନାହାନ୍ତି l

related posts

Leave a Comment