Home Breaking News / ତାଜା ଖବର ନ୍ୟାୟ ପାଇଁ ଅସନ୍ତୁଷ୍ଟ ହସ୍ତଶୀଳ୍ପ ଗୋଷ୍ଠୀ ତରଫରୁ କୋଣାର୍କ NAC ଆଗରେ ଗଣଧାରଣା

ନ୍ୟାୟ ପାଇଁ ଅସନ୍ତୁଷ୍ଟ ହସ୍ତଶୀଳ୍ପ ଗୋଷ୍ଠୀ ତରଫରୁ କୋଣାର୍କ NAC ଆଗରେ ଗଣଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଣାର୍କ ନ୍ୟାୟ ପାଇଁ କୋଣାର୍କ NAC ଆଗରେ ହସ୍ତଶିଳ୍ପ ଦୋକାନ ଆବଣ୍ଟନ ରେ ଦୁର୍ନୀତି ବିରୁଦ୍ଧରେ ଲଟେରୀ ଲଟେରୀ କରାଯିବା ଓ ଥଇଥାନ ଦାବିରେ ଗଣଧାରଣା ଦିଆଯାଇଛି. କୋଣାର୍କ ହସ୍ତାଶୀଳ୍ପ ପ୍ଲଟ ଆବଣ୍ଟନ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି. କୋଣାର୍କ ଅଂଚଳର ଦେଶୀ ଓ ବିଦେଶୀ ମଦ ବେପାରୀ ପ୍ଲଟ ଖଣ୍ଡ କୁ 10000 ଟଙ୍କା ଦେଇ ନିଯ ପୁଅ ପୁତୁରା ନାମରେ ହାତେଇ ନେଇଥିବା ଅସନ୍ତୁଷ୍ଟ ହସ୍ତଶିଳ୍ପ ଗୋଷ୍ଠୀ ଙ୍କ ତରଫରୁ ଅଭିଯୋଗ ଆସିଛି. ଅଭିଯୋଗ କାରୀଙ୍କ ଅଭିଯୋଗ ଯେ ପ୍ରଶାସନ ତାର ମନମୁଖୀ ଭାବେ କାହାକୁ ନ ଜଣାଇ ପ୍ଲଟ ଆବଣ୍ଟନ କରିଛି. ଅସନ୍ତୁଷ୍ଟ ଗୋଷ୍ଠୀ ର ସଭାପତି ଭରତ ଚନ୍ଦ୍ର ନାୟକ ତାଙ୍କ ପ୍ରତିକ୍ରିୟା ରେ କହିବା କଥା ଯେ ପ୍ରଶାସନ କାହାକୁ କିଛି ନଜଣାଇ 164 ଟି ପ୍ଲଟ ମନ ମୁଖି ଭାବେ କରିଛି. ତେଣୁ ଆମର ଦାବି ସରକାର ଙ୍କ ପାଖରେ ଏହି ଯେ ଆଉଥରେ ସର୍ବ ସମୁଖରେ ଲଟେରୀ କରାଯାଇ ପ୍ଲଟ ଆବଣ୍ଟନ କରାଯାଉ. ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆମେ ଆମରଣ ଅନଶନ ରେ ବସିବୁ ନଚେତ କୋଣାର୍କ NAC ଆଗରେ ଆତ୍ମହୁତି ଦେବୁ ବୋଲି ଚେତାବନୀ ଦେଇଛନ୍ତି.

related posts

Leave a Comment