Share with
ବଲାଙ୍ଗୀର(ଚୈତନ୍ୟ): ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ରେ କଂଗ୍ରେସ ଦଳ ର ବ୍ଳକ ସଭାପତି ରାମଜୀ ଚୌଧୁରୀଙ୍କ ନେତୃତ୍ୱ ରେ ଏବଂ ବଳରାମ ନାଏକ ଙ୍କ ତତ୍ଵାବଧାନ ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇ ଯାଇଅଛି,ଉକ୍ତ ସମ୍ମିଳନୀ ରେ ବଲାଙ୍ଗୀର ଜିଲ୍ଲା ସେବାଦଲ ମୁଖ୍ୟ ଅସିତ କୁମାର ମିଶ୍ର, ବିଧାୟକ ଙ୍କ ପ୍ରତିନିଧି କନ୍ତେସ୍ୱର ପଧାନ, ଯୁବ ପିଢ଼ି କୁ ଦିଗଦର୍ଶନ ଦେଉଥିବାବିଶ୍ୱଜିତ ପାତ୍ର,(ପପୁ )ପ୍ରମୁଖ ଯୋଗ ଦେଇଥିଲେ, ଏହି ସଭା ରେ କଂଗ୍ରେସ ଦଳ ର ଆଭିମୁଖ୍ୟ ବିଷୟ ରେ ଆଲୋଚନା ହେବା ସଂଗେ ସଂଗେ ପଞ୍ଚାୟତ କମିଟି ମଧ୍ୟ ଗଠନ କରାଯଇଥିଲା, ଆଗକୁ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କେମିତି ଦଳ ଦେଓଗାଁ ବ୍ଳକ ରେ ନିଜର ସଂଖ୍ୟା ଗରିଷ୍ଟତା କୁ ବୃଦ୍ଧି କରିପାରିବ ସେ ବିଷୟ ରେ ଆଲୋଚନା କରାଯାଇଥିଲା ଆସନ୍ତୁ ଶୁଣିବା କଣ କହୁଛନ୍ତି ଦଳ ର କର୍ମୀ ମାନେ