Home Breaking News ବିଭିନ୍ନ ସମସ୍ୟା ନେଇ ଡ୍ରାଇଭର ସଂଘର ଆଲୋଚନା

ବିଭିନ୍ନ ସମସ୍ୟା ନେଇ ଡ୍ରାଇଭର ସଂଘର ଆଲୋଚନା

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): ରାଜ୍ୟ ସମ୍ପାଦକପ୍ରଭାକର ମଲିକ ରାଜ୍ୟ କଲ୍ୟାଣ ପାଣ୍ଟି ସଭାପତି ଦେବଦତ୍ତ ଡାକୁଆ କନ୍ଧମାଳ ଜିଲ୍ଲା ସଭାପତି ବାସବ କହର କନ୍ଧମାଳ ଜିଲ୍ଲା ସମ୍ପଦକ ମୋନରଞନ ଜିଲ୍ଲା ଉପସଭାପତି ଅନନ୍ତ କୁମାର ମାଝି କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଫିଲିପ କୁମାର ଦିଗାଳ ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ତୁମୁଡିବନ୍ଧ ଶାଖା ସଭାପତି ପ୍ରସାନ୍ତ ପଟ୍ଟନାୟକ ତୁମୁଡିବନ୍ଧ ଶାଖା ସମ୍ପାଦକ ମିଟୁ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ସଭାପତି ସିମାଞ୍ଚଳ ବେହେରା କନ୍ଧମାଳ ଜିଲ୍ଲାର ଦଶଟି ଶାଖାର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଡ୍ରାଇଭର ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସରକାର ଙ୍କ ନିକଟରେ ଦାବି କରିଛନ୍ତି ଡ୍ରାଇଭର ମାନଙ୍କୁ ସମସ୍ତ ପ୍ରକାରର ସାମାଜିକ ସୁରକ୍ଷା
ବାର୍ଦ୍ଧକ୍ୟ କାଳୀନ ସହାୟତା ଡ୍ରାଇଭରମାନଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ଡ୍ରାଇଭରମାନଙ୍କପାଇଁ ପ୍ରତି 100 କି ମି ବ୍ୟାବଧାନ ଆଶ୍ରୟ ସ୍ଥଳି ନିର୍ମାଣ କରିବା ,ବାଲିଗୁଡା ଠାରେ ଆର ଟି ଓ ଅଫିସ ସ୍ଥାପନ କରିବା , ଫାସଟେଡ଼୍ ଟ୍ରେନିଂ ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ଠାରେ ଦାବି କରିଛନ୍ତି ।

related posts

Leave a Comment