Home Breaking News / ତାଜା ଖବର ମନ୍ଦିର ଦର୍ଶନ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର (ରଙ୍କନିଧି ଦାଶ) ଓଡିଶା ବିଜେପି ର ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ବିଜେପି ଉପସଭାପତି ସୁଶ୍ରୀ ଅନିତା ପ୍ରିୟଦର୍ଶନୀ, ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଶ୍ରୀ ବିନାୟକ ତ୍ରିପାଠୀ, ଶ୍ରୀ ସନ୍ତୋଷ ପାଳ, ଶ୍ରୀ ନୀଳ ବିଷୋୟୀ, ରାଜ୍ୟ କୃଷକ ମୋର୍ଚା ସମ୍ପାଦକ ଶ୍ରୀ ପ୍ରଦୀପ ସାହୁ, ଘୁମୁସର ଜିଲ୍ଲା ଉପସଭାପତି ଶ୍ରୀ ସନ୍ତୋଷ ତିଆଡ଼ି,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ପ୍ରଦୀପ ପତ୍ରି, ଶ୍ରୀ ଗୋପାଳ ଗୌଡ଼, ଶ୍ରୀ ଶିଶିର ମିଶ୍ର କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ଦାସ, କୁଲାଡ଼ ପଂଚାୟତ ପ୍ରମୁଖ ଶ୍ରୀ ସଞ୍ଜୟ ପ୍ରଧାନ, ଶ୍ରୀ ମୁନା ପତି ଭାଇ, ଲିକୁ ପଣ୍ଡା, ଶିବାନନ୍ଦ ଦାସ, ବିଭୁ ମିଶ୍ର, ସୁଶାନ୍ତ ନାୟକ, ସୁରେନ୍ଦ୍ର ସାହୁ, ସୂର୍ଯ୍ୟ ପାଢ଼ୀ,ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତା ଓ ବିଜେପି ସହଯୋଗୀ ଙ୍କ ସହିତ କୁଲାଡ଼ ବସ ଷ୍ଟାଣ୍ଡ ରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କଲା ପରେ ମା ତଳ ବ୍ୟାଘ୍ର ଦେବୀ ଓ ଜଗନ୍ନାଥ ମନ୍ଦିର ଦର୍ଶନ କଲେ ଏବଂ ଶେଷରେ ବସ ଷ୍ଟାଣ୍ଟ ରେ ଥିବା ମିଥୁନ ଚା ସ୍ଟଲ ରେ କଫି ଏବଂ ଚା ଖଟି ର ଅlସାର ରେ ଯୋଗ ଦେଇଥିଲେ।

related posts

Leave a Comment