Home Breaking News / ତାଜା ଖବର ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେସ ନମ୍ବର 62 ତା 22.05.2016 ର ବିଚାର କରି ଫାଷ୍ଟ ଟ୍ରାକ POCSO କୋର୍ଟର ବିଚାରପତି ଭାସ୍କର ସାହୁ ଅଭିଯୁକ୍ତ ଜୟ ଦିଗାଲ ପିତା କୃଷିଆ ଦିଗାଲ ଗ୍ରାମ – ବିଲୁପଦର, ଥାନା -ଫିରିଙ୍ଗିଆ, ଜିଲ୍ଲା- କନ୍ଧମାଳ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।ଜରିମାନା ଅନାଦେୟ ଅଧିକ ଛ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି।ଜରିମାନା ଆଦାୟ ହେଲେ ନାବାଳିକା ପିଡିତାଙ୍କୁ କ୍ଷତି ପୁରଣ ବାବଦକୁ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ସରକାରୀ ଓକିଲ ଅସିମ ପ୍ରହ ରାଜ ମକଦମା ପରିଚାଳନା କରୁଥିଲେ।

related posts

Leave a Comment