Home Breaking News ଚନ୍ଦ୍ରପୁର ପୋଲିସ ଦ୍ବାରା ୬୦ କୁଇଁଟାଲ ୫୦୦ ଗ୍ରାମ୍ ଗଞ୍ଜେଇ ଓ ନଗଦ ୩୨,୧୦,୦୦୦ ଟଙ୍କା ଜବତ

ଚନ୍ଦ୍ରପୁର ପୋଲିସ ଦ୍ବାରା ୬୦ କୁଇଁଟାଲ ୫୦୦ ଗ୍ରାମ୍ ଗଞ୍ଜେଇ ଓ ନଗଦ ୩୨,୧୦,୦୦୦ ଟଙ୍କା ଜବତ

by Times One Odia
Share with
     
 
 
   

ଵିଷମକଟକ: ରାୟଗଡା ଜିଲ୍କା ଅନ୍ତର୍ଗତ ଚନ୍ଦ୍ରପୁର ଥାନା ପୋଲିସ | ଏସ୍ ଡି ପିଓ ଆକାଶଚନ୍ଦ୍ର ସାହୁ ଙ୍କ ତତ୍ତାବଧାନରେ ୬୦ କୁଇଟାଲ ୫୦୦ ଗ୍ରାମ୍ ଗଞ୍ଜେଇ ଓ ନଗଦ ୩୨,୧୦,୦୦୦ଟଙ୍କା ସହ ଦୁଇଟି ବାଇକ ପାଞ୍ଚ ଜଣଙ୍କୁ ଜବତ କରିଛି | କୈଣସି ସୁତ୍ର ରୁ ପୋଲିଷu ଖବର ପାଇଁ ହନୁମନ୍ତପୁର ରୁ ଚନ୍ଦ୍ରପୁର ଯାଇଥିବା PWD ରାସ୍ତା ରେ ବାଇକ ଠାରୁ ଆରମ୍ବ କରି ପ୍ରତ୍ୟକ ଗାଡି କୁ ଯାଞ୍ଚ କରିଥିଲେ ପରିଶେଷରେ ବାଇକ୍ ରେ ଗଞ୍ଜେଇ ନଉଥିବା ଉକ୍ତ ଆସାମି ମାନେ ଧରାପଡି ଥିଲେ | ବର୍ତମାନ ସେମାନଙ୍କୁୁ ଗିରଫ କରି NDPS Act ରେ ପଞ୍ଜିକ୍ରୁତ କରି ତଦନ୍ତ ଚଲେଇ କୋର୍ଟ ଚାଲଣା କରାଯାଇଛି |

related posts

Leave a Comment