Home Breaking News / ତାଜା ଖବର କନ୍ଧମାଳ ଜ଼ିଲ୍ଲାରେ ଡାକ୍ତର ସମସ୍ୟା, ଶନିବାର ବିଜେପିର ଧାରଣା

କନ୍ଧମାଳ ଜ଼ିଲ୍ଲାରେ ଡାକ୍ତର ସମସ୍ୟା, ଶନିବାର ବିଜେପିର ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ରେଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଜସ୍ଥ ହୋଇ ପଡ଼ିଛି l ଫୁଲବାଣୀ ରେ ଥିବା ମୁଖ୍ୟଚିକିତ୍ସାଳୟ ରେ ଡ଼ାକ୍ତର ଅଭାବ ଯୋଗୁଁ ଏଠି ରହୁନ ଥିବାଯୋଗୁଁ ଜନସାଧାରଣ ଠିକ୍ ଭବରେ ଚିକିତ୍ସା ପାଇ ପାରୁନାହାଁ ନ୍ତି l କନ୍ଧମାଳ ଜିଲ୍ଲା ର ଗ୍ରାମାଞ୍ଚଳ ରେ ରହୁଥିବା ଆଦିବାସୀ ମାନେ ଅର୍ଥା ଅଭାବରୁ ବାହରକୁ ଚିକିତ୍ସା ପାଇଁ ମଧ୍ୟ ଯାଇପାରୁନାହାଁ ନ୍ତି l ଫୁଲବାଣୀ ରେ ଥିବା ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭର ହୋଇଥାନ୍ତି l କିନ୍ତୁ ଡାକ୍ତର ଅଭାବ ଯୋଗୁଁ ଏବେ ସ୍ୱାସ୍ଥ୍ୟ ଅବସ୍ତା ବିପର୍ଜୟ ହୋଇ ପଡ଼ିଚି l ଏଠି 58 ଡାକ୍ତର ପଦଵୀ ରହି ଥିଲେ ମଧ୍ୟ କମ ସଂଖ୍ୟକ ଡାକ୍ତର ଅଛନ୍ତି l ସେଥି ମଧ୍ୟ ରୁ ବର୍ତମାନ ଆଠ ଜଣ ଡାକ୍ତର କନ୍ଧମାଳ ଜିଲ୍ଲା ରୁ ଦରମା ନେଇ ଅନ୍ୟ ଜିଲ୍ଲାରେ କାମ କରୁଛନ୍ତି l ଗୋଟଏ ମେଡିସିନ ସ୍ପେସିଆଲ୍ ଲିଷ୍ଟ ରହିଥିବା ବେଳେ ତାଙ୍କୁ ମଧ୍ୟ ବାହାର ଜିଲ୍ଲାକୁ ଟ୍ରାନ୍ସଫ ର କରାଯାଇଛି l ତେଣୁ ଶୁକ୍ରବାର ଆଜି ବିଜେପି ର ଗୋଟଏ ଟିମ୍ ଜିଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି l ଯଦି ଜିଲା ପ୍ରଶାସନ ଡାକ୍ତର ମାନଙ୍କ ର ବଦଳି ରୋକିବା ଓ ନୂଆ ଡାକ୍ତର ନିଯୁକ୍ତି ନଦିଅନ୍ତିତେବେ ଶନିବାର ଆସନ୍ତା କାଲି ସିଡ଼ିଏମ୍ଓ ଅଫିସ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ବିଜେପି ର ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଭାଗବାନ ମହା ନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀତଥା ବି ଜେପି ନେତା ରମେଶ ମହାନ୍ତି ଙ୍କ ନେତୃତ୍ୱ ରେ ଲିଙ୍ଗ ରାଜ ଦଳବେହେରା,ନଗର ସଭାପତି ସୁଶାନ୍ତ ମହାନ୍ତି, ଦେବ ନାରାୟଣ ପ୍ରଧାନ, ସନ୍ତୋଷ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment