Home Breaking News ବିସ୍ମୟ ବାଳିକା ସିମ୍ରନ: ବୟସ ମାତ୍ର 6 ବର୍ଷ, ହେଲେ ତତକ୍ଷଣାତ ସେ ଏମିତି ପ୍ରଶ୍ନର ଉତ୍ତର ଦେଉଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବିସ୍ମୟ ବାଳିକା ସିମ୍ରନ: ବୟସ ମାତ୍ର 6 ବର୍ଷ, ହେଲେ ତତକ୍ଷଣାତ ସେ ଏମିତି ପ୍ରଶ୍ନର ଉତ୍ତର ଦେଉଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

by Times One Odia
Share with
     
 
 
   

କୋରାପୁଟ(ରଞ୍ଜିତ ମହାନନ୍ଦିଆ): ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଇଲାକାର ବାରି ଗ୍ରାମରେ ସିମ୍ରନ ଙ୍କ ଜନ୍ମ |ବାପା ଶ୍ରୀଧର ତାଡିଙ୍ଗି ଓ ମା ରାନୀ କୁମାରୀ |ଗରିବ,ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସିମ୍ରନ ଏବେ ଜିଲ୍ଲା ପାଇଁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି |ଏଥିପାଇଁ ସେ ବିଭିନ୍ନ ଯାଗାରୁ ଅନେକ ଥର ପୁରସ୍କୃତ ହୋଇଛନ୍ତି |ସରଳ ଜୀବନ ଯାପନ କରୁଥିବା ଆଦିବାସୀ ଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସିମରାନ |ଆଦିବାସୀ ଙ୍କ ଶିକ୍ଷାରେ ଉନ୍ନତି ହେଲେ ଏକ ସୁସ୍ଥ ସମାଜ ଗଠନ ହେବାସହିତ ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ନିଶ୍ଚିତ ଭାବେ ସହାୟକ ହେବ |ସିମରାନ ଉତ୍ତୋରତର ଉନ୍ନତି କରନ୍ତୁ ଓ ବିସ୍ମୟ ବାଳିକା ଭାବେ ସାରା ଦେଶରେ ରେକର୍ଡ କରନ୍ତୁ ଏହାହିଁ times one odia ପରିବାର ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା |

related posts

Leave a Comment