Home Breaking News / ତାଜା ଖବର ସଦର ନିର୍ବାଚନ ମଣ୍ଡଳୀର ତିନି ପଞ୍ଚାୟତ ପରିଦର୍ଶନ କରିବା ସହ ଗୋପ ବ୍ଲକ ପରିସର ସଭା ଗୃହ ମଧ୍ୟରେ ସମୀକ୍ଷା ବୈଠକ କଲେ ପୁରୀ ସାସଂଦ ପିନାକୀ ମିଶ୍ର

ସଦର ନିର୍ବାଚନ ମଣ୍ଡଳୀର ତିନି ପଞ୍ଚାୟତ ପରିଦର୍ଶନ କରିବା ସହ ଗୋପ ବ୍ଲକ ପରିସର ସଭା ଗୃହ ମଧ୍ୟରେ ସମୀକ୍ଷା ବୈଠକ କଲେ ପୁରୀ ସାସଂଦ ପିନାକୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ ସଦର ନିର୍ବାଚନ ମଣ୍ଡଳୀ ର ଗୋପ ବ୍ଲକ ରେ ଯାଉଥିବା ତିନି ଗୋଟି ପଂଚାୟତ ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ କରି ଗୋପ ବ୍ଲକ ସମୁଖ ରେ ପହଂଚିଥିଲେ
କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅନ୍ୟାନ୍ୟ ବିଜେଡି ନେତା ଉପସ୍ଥିତ ରହି ପ୍ରଥମେ ସାସଂଦ ଶ୍ରୀ ମିଶ୍ର ଙ୍କୁ ସମ୍ବର୍ଦ୍ଧନା କରି ପାଛୋଟି ନେଇ ଥିଲେ ବ୍ଲକ ପରିସର ମଧ୍ୟକୁ.
ଉକ୍ତ ସଭାଗୃହ ମଧ୍ୟରେ ଗୋପ ବ୍ଲକ ଅଧକ୍ଷ ଙ୍କ ସଭାପତିତ୍ୱ ରେ ସାସଂଦ ପିନାକୀ ମିଶ୍ର ଓ ମନ୍ତୀ ତୁଷାର କାନ୍ତି ବେହେରା ସମ୍ବର୍ଦ୍ଧିତ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା
ଉକ୍ତ କାର୍ଯ୍ୟ କ୍ରମ ରେ ସଦର ନିର୍ବାଚନ ମଣ୍ଡଳୀ ର ତିନି ପଞ୍ଚାୟତ ରେ କିପରି ବିଭିର୍ଣ୍ଣ ଉନୟନ ମୂଳକ କାର୍ଯ୍ୟ କରାଯିବ ସହିତ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ର କାର୍ଯ୍ୟ ର ଅବହେଳା ନହେବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ ଯୋଜନା କିପରି ସାଧାରଣ ଜନତା ନିକଟରେ ପହଁଞ୍ଚିବ ତାହା ହିଁ ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଥିଲେ

related posts

Leave a Comment