Home Breaking News / ତାଜା ଖବର ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକମୋ ପାଇଁ ଏକ ଦାବିପତ୍ର

ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକମୋ ପାଇଁ ଏକ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ପଶ୍ଚିମ ଓଡିଶା କୁ କ୍ରମାଗତଭାବେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି l ଏନେଇ ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଉକ୍ତ ଦାବୀପତ୍ର ରେ ଦର୍ଶାଇଛନ୍ତି ଯେ ପଶ୍ଚିମ ଓଡିଶାର ବୁର୍ଲା ମେଡିକାଲ ଓ ବଲାଙ୍ଗିର ମେଡ଼ିକାଲ ଦୁଇଟି ମେଡିକାଲ ରହିଛି l ପୂର୍ବ ଓଡ଼ିଶା ରେ ବଡ଼ ବଡ଼ ଡାକ୍ତରଖାନା ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ରହି ସେଠାରେ ଏକମୋ ମେସିନ ରହିଛି l ହେଲେ ପଶ୍ଚିମ ଓଡିଶାରେ ଗୋଟିଏ ହେଲେ ଏକମୋ ମେସିନ୍ କୌଣସି ଡାକ୍ତରଖାନା ରେ ରହିନାହଁ l ଏପରିକି କୋଭିଡ ର ଦ୍ୱିତୀୟ ଲହର ରେ ପଶ୍ଚିମ ଓଡିଶା ରେ ୨ହଜାର ୫୦୦କୋଟି ଟଙ୍କା ବ୍ୟାଙ୍କ୍ ରୁ ଉଠାଣ କରାଯାଇଛି l ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍ୱାସ୍ଥ୍ୟ ପାଇଁ କେବଳ ଏହି ଖର୍ଚ୍ଚ ହୋଇଛି l ତେଣୁ ବୁର୍ଲା ଓ ବଲାଙ୍ଗିର ମେଡିକାଲ୍ ରେ ତୁରନ୍ତ ଏକମୋ ମେସିନ୍ ଯୋଗାଇଦେବା ପାଇଁ ବିଶିଷ୍ଟ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି l ନଚେତ୍ ଅଗାମୀ ଦିନରେ ପଶ୍ଚିମ ଓଡିଶାରେ ଆନ୍ଦୋଳନର ରୂପ ନେବ ବୋଲି ଧମକ ଦେଇଛନ୍ତି l ଏହି ଦାବୀପତ୍ର ପ୍ରଦାନ ସମୟରେ ସୁରେଶ୍ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ଶେଷଦେବ ମେହେର, ଜୟନାରାୟଣ ଗୁରୁ ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳ ଙ୍କୁ ଏକମୋ_ପାଇଁଏକ ଦାବୀପତ୍ ।
ସୋନପୁର ଅକ୍ଷୟ କୁମାର ପୂଜାହାରୀସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ
ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ପଶ୍ଚିମ ଓଡିଶା କୁ କ୍ରମାଗତଭାବେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି l ଏନେଇ ସୋନପୁର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଉକ୍ତ ଦାବୀପତ୍ର ରେ ଦର୍ଶାଇଛନ୍ତି ଯେ ପଶ୍ଚିମ ଓଡିଶାର ବୁର୍ଲା ମେଡିକାଲ ଓ ବଲାଙ୍ଗିର ମେଡ଼ିକାଲ ଦୁଇଟି ମେଡିକାଲ ରହିଛି l ପୂର୍ବ ଓଡ଼ିଶା ରେ ବଡ଼ ବଡ଼ ଡାକ୍ତରଖାନା ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ରହି ସେଠାରେ ଏକମୋ ମେସିନ ରହିଛି l ହେଲେ ପଶ୍ଚିମ ଓଡିଶାରେ ଗୋଟିଏ ହେଲେ ଏକମୋ ମେସିନ୍ କୌଣସି ଡାକ୍ତରଖାନା ରେ ରହିନାହଁ l ଏପରିକି କୋଭିଡ ର ଦ୍ୱିତୀୟ ଲହର ରେ ପଶ୍ଚିମ ଓଡିଶା ରେ ୨ହଜାର ୫୦୦କୋଟି ଟଙ୍କା ବ୍ୟାଙ୍କ୍ ରୁ ଉଠାଣ କରାଯାଇଛି l ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍ୱାସ୍ଥ୍ୟ ପାଇଁ କେବଳ ଏହି ଖର୍ଚ୍ଚ ହୋଇଛି l ତେଣୁ ବୁର୍ଲା ଓ ବଲାଙ୍ଗିର ମେଡିକାଲ୍ ରେ ତୁରନ୍ତ ଏକମୋ ମେସିନ୍ ଯୋଗାଇଦେବା ପାଇଁ ବିଶିଷ୍ଟ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି l ନଚେତ୍ ଅଗାମୀ ଦିନରେ ପଶ୍ଚିମ ଓଡିଶାରେ ଆନ୍ଦୋଳନର ରୂପ ନେବ ବୋଲି ଧମକ ଦେଇଛନ୍ତି l ଏହି ଦାବୀପତ୍ର ପ୍ରଦାନ ସମୟରେ ସୁରେଶ୍ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ଶେଷଦେବ ମେହେର, ଜୟନାରାୟଣ ଗୁରୁ ଶୋଭାକର ମଲ୍ଲିକ , ରାଜେନ୍ଦ୍ର ସାହୁ, ମାନରଞ୍ଜନ ପଧାନ, ସୁରେଶ ପଧାନ, ଦେବାରଚନ ନାଏକ, ନିଳାମ୍ବର କୁଆଁର, ଙ୍କ ସହିତ ଅନେକ ବିଜେପି କର୍ମୀ ଜନଧାରଣ ଉପସ୍ଥିତ ରହିଥିଲେ l

related posts

Leave a Comment