Home Breaking News / ତାଜା ଖବର ଖଇରା ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜନ

ଖଇରା ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଖଇରା ଠାରେ ନୂତନ ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗ୍ରାମର ଯାନୀ ମତିରାମ ଯାନୀ ଓ ଝଙ୍କାର ଦୁର୍ଗା ମାଝୀ ମାଟି ଦେବତା ର ପୂଜନ କରିଥିଲେ l ପରେ ପୁରୋହିତ ଦୀନାନାଥ ଦୁବେ ଓ ଚିତ୍ରସେନ ଦାସ ଦ୍ୱାରା ପୂଜା କାର୍ଯ୍ୟକ୍ରମ ହୋଇଥିଲା l
ଏଥିରେ କର୍ତ୍ତା ଭାବେ ଭାଗିରଥି ଦଣ୍ଡସେନା ଓ ପ୍ୟାରୀ ବାଇ ଦଣ୍ଡସେନା କାର୍ଯ୍ୟ ତୁଲାଇଛନ୍ତି l ଗ୍ରାମବାସୀ ମାନଙ୍କ ମଧ୍ୟରେ ମଝିଆ ମାଝୀ, ରାମଚନ୍ଦ୍ର ଦଣ୍ଡସେନା, ପୁରନ୍ଦର ମାଝୀ, ସୁରେଶ ବାଗ, ଅମରସିଂ ମାଝୀ, ଯଦୁ ରାମ ଭୋଇ, ମଙ୍ଗଳ ମାଝୀ, ଅନାମ ଦଳ, ଦେବରାଜ ଦଳ, ଭୁବନେଶ୍ୱର ରାଉତ, ଟଙ୍କଧର ଦୁରିଆ, ଆମୂଯ ଦଳ, ଚନ୍ଦ୍ର ମାଝୀ, ପୀତବାସ ମାଝୀ, ଜଗନ୍ନାଥ ଦଣ୍ଡସେନା, ଲିଙ୍ଗରାଜ ଦଣ୍ଡସେନା, ଚନ୍ଦନ ବାଗ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତି ଥିଲେ

related posts

Leave a Comment