Home Breaking News / ତାଜା ଖବର ସ୍ୱୟଂ ଶାସିତ ମାନ୍ୟତା ନମିଳିଲେ ଆନ୍ଦୋଳନ ହେବ, ଏ ବି ଭି ପି

ସ୍ୱୟଂ ଶାସିତ ମାନ୍ୟତା ନମିଳିଲେ ଆନ୍ଦୋଳନ ହେବ, ଏ ବି ଭି ପି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବୁଧୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ତରଫରୁ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ର ସ୍ୱୟଂଶାସିତ ମାନ୍ୟତା କୁ ଦୀର୍ଘ ବର୍ଷ ହେଲା ଚାଲିଯାଇଥିବା ହେତୁ ଏକ ସାମ୍ବାଦିକ ସମ୍ମିଳନୀ କରି ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ର ନବୀକରଣ କରିବା ପାଇଁ ମହାବିଦ୍ୟାଳୟ ପ୍ରଶାସନ ପାଖରେ ଏବଂ ସରକାର ଙ୍କ ପାଖରେ ଦାବୀ କରାଗଲା l ଗତ 2016ରୁ ନବୀକରଣ ହୋଇନଥିବା ଜଣାପଡିଛି lଆଗାମୀ ଦିନରେ ଯଦି ABVP ର ଦାବୀ ପୂରଣ ନହୁଏ ତେବେ ଆନ୍ଦୋଳନ କରିବାର ଚେତାବନୀ ଦିଆଗଲା l ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା,ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସମ୍ପାଦିକା ରାଜନନ୍ଦିନୀ ସାହାଣୀ ଏବଂ ଆଦିତ୍ୟ ପ୍ରସାଦ ବେହେରା, ନଗର ବିସ୍ତାରକ ଟୁକୁନା ମଲ୍ଲିକ ଉପସ୍ଥିତ ରହିଥିଲେ

related posts

Leave a Comment