Share with
ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ବିଭିନ୍ନ ମନ୍ଦିର ମାନଙ୍କ ରେ ପାଳିତ ହେଉଥିବାବେଳେ ଧର୍ମଗଡ ବ୍ଲକ ସ୍ଥିତ ପର୍ଲା ଗ୍ରାମର ରେ ମଧ୍ୟ ଅନେକ ସ୍ଥାନରେ ଭକ୍ତ ମାନେ ପାଳନ କରିଛନ୍ତି,ସେହି ଦିନ ଭଗବାନ ଶ୍ରୀକୃଷ୍ଣ ଦେବକୀ ଗର୍ଭ ରୁ କଂଶ ଭଳି ଅହଂ କାରି ଦୁଷ୍ଟ ରାକ୍ଷାସ ର ବଦ୍ଧ କରିବାକୁ ଜନ୍ମ ଗ୍ରହଣ କରି ଧରା ପୃଷ୍ଟର ଭାର ନିବାରଣ କରିଥିଲେ ସେହି ତିଥି ଶ୍ରଦ୍ଧାଳୁ ମାନେ ପ୍ରତିବର୍ଷ ପାଳନ କରି ଥିବା ବେଳେ କୋଭିଡ ଭଳି ମାହାମରୀ ଯୋଗୁ ଗତ ବର୍ଷ ଫିକାପଡ଼ିଥିଲା,ହେଲେ ଏ ବର୍ଷ କୋଭିଡ କଟକଣା ର କିଛି ପରିବର୍ତନ ହେତୁ ପ୍ରତ୍ୟେକ ଗାଁ ଓ ପୂରପଲ୍ଲୀ ରେ ଅଳ୍ପ ପରିମାଣ ର ଖୁସି ର ବାତାବରଣ ଫେରିଛି, ଭକ୍ତ ମାନେ ଧର୍ଯ୍ୟ ହରା ନ ହୋଇ ପାଳନ କରିଛନ୍ତି ଯାହା ଦ୍ୱାରା କି ଶ୍ରୀକୃଷ୍ଣ ମହାପ୍ରଭୁ ଙ୍କ ନାମ ଛୋଟ ଶିଶୁ ଠାରୁ ଆରମ୍ବ କରି ବୃଦ୍ଧ,ଜ୍ଞାନୀ, ଗୁଣି,ମାନଙ୍କ ମନରେ ଗୁଂଜରଣ କରିବାରେଲାଗିଛି
ଏହି ପର୍ବଟି ହିନ୍ଦୁ ଶାସ୍ତ୍ର ବର୍ଣିତ ନୀତିନିୟମ ଅନୁଶାରେ ପାଳିତ ହୋଇଯାଇଛି