Home Breaking News / ତାଜା ଖବର ବୋଡେ଼ନ ଏଟିଏମର ଦୁରବସ୍ଥା

ବୋଡେ଼ନ ଏଟିଏମର ଦୁରବସ୍ଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ଠାରେ ଏକମାତ୍ର ଏ ଟି ଏମ ଅଛି, ତାର ଦୁରବସ୍ଥା କହିଲେ ନସରେ l ବୁଲା ଗାଈ ଗୋରୁ ଅବାଧ ରେ ପ୍ରବେଶ କରି ମଲ ମୂତ୍ର ତ୍ୟାଗ କରୁଥିବା ରୁ ଗ୍ରାହକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏଥିରେ ଲାଗିଥିବା କବାଟ ମଧ୍ୟ ଭଙ୍ଗା ଦଦରା ହୋଇଥିବା ବେଳେ ଏଠାରେ ଜଣେ ସୁରକ୍ଷା ଗାର୍ଡ ମଧ୍ୟ ଦିଆ ଯାଇନାହିଁ l ଏଣୁ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଊଛି

related posts

Leave a Comment