Home Breaking News / ତାଜା ଖବର ଟୋକିଓ ପାରା ଅଲିମ୍ପିକ୍ସ- ଦେଶ ପାଇଁ ଦ୍ୱିତୀୟ ଗୋଲ୍ଡ ଆଣିଲେ ସୁମିତ ଅନ୍ତିଲ

ଟୋକିଓ ପାରା ଅଲିମ୍ପିକ୍ସ- ଦେଶ ପାଇଁ ଦ୍ୱିତୀୟ ଗୋଲ୍ଡ ଆଣିଲେ ସୁମିତ ଅନ୍ତିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଆସିବାରେ ଲାଗିଛି । ସୋମବାର ଭାରତ ପାଇଁ ଦ୍ୱିତୀୟ ସୁନା ପଦକ ଜିତିଛନ୍ତି ଜାଭେଲିନ୍ ଫିଙ୍ଗାଳି ସୁମିତ ଅନ୍ତିଲ । ପୁରୁଷ ଏଫ ୬୪ ବର୍ଗରେ ସୁମିତ ୬୮.୫୫ ମିଟର ଜାଭେଲିନ୍ ଫିଙ୍ଗି ସୁନା ପଦକ ଜିତିଛନ୍ତି । ଏହା ସହିତ ଏହା ବଳରେ ସେ ବିଶ୍ୱରେକର୍ଡ ନିଜ ନାଁରେ କରିଛନ୍ତି । ହରିୟାଣା ସୋନିପଥର ସୁମିତ ଅନ୍ତିଲଙ୍କ ଏପରି ସ୍ୱର୍ଣ୍ଣିମ ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଛା ଜଣାଇଛନ୍ତି । ସୋମବାର ୧୦ ମିଟର ଏୟାର ରାଇଫଲ ସୁଟିଂରେ ଅଭାନୀ ଲେଖାରା ଦେଶ ପାଇଁ ପ୍ରଥମ ସୁନା ପଦକ ଜିତିଥିଲେ ।

related posts

Leave a Comment