Home Breaking News / ତାଜା ଖବର ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ୩ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ୩ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେ ପଦର ନିକଟ ରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଦୁର୍ଘଟଣା. ଘଟି
ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି l
ମୃତକ ଜଣକ ହେଲେ ମହାନ୍ତି l
ଆହାତ ୩ ଜଣ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତିକରାଯାଇଛି l
ଖବରପାଇ ଖଜୁରୀପଡା ପୋଲିସଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳରେ ପହଂଚିବାଇକ ଜବତ କରିବା ସହ ଘଟଣା ର ତଦନ୍ତ କରୁଛି l

related posts

Leave a Comment