Home Breaking News / ତାଜା ଖବର ପାରା ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତ ଜିତିଲା ୩ ପଦକ

ପାରା ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତ ଜିତିଲା ୩ ପଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନ ଥ୍ରୋରେ ବଡ ସଫଳତା ମିଳିଛି । ପୁରୁଷ ଏଫ ୬୪ ବର୍ଗ କାଟାଗୋରୀରେ ସୁମିତ ଅନ୍ତିଲ ଦେଶ ପାଇଁ ସୁନା ପଦକ ଜିଣିଛନ୍ତି । ସେହିପରି ଦେଶର ଅନ୍ୟତମ ମେଡାଲ ଦାବିଦାର ଦେବେନ୍ଦ୍ର ଝାଝାରିଆ ଟୋକିଓ ମାଟିରୁ ଦେଶ ପାଇଁ ଜିତିଛନ୍ତି ରୌପ୍ୟ ପଦକ । ଦେବେନ୍ଦ୍ର ରୌପ୍ୟ ଜିତିଥିବା ବେଳେ ସୁନ୍ଦର ସିଂ ଗୁଜର ସେହି ଜାଭେଲିନ ଥ୍ରୋରେ ବ୍ରୋଂଜ ପଦକ ଜିଣିଛନ୍ତି । ଗୋଟିଏ ଦିନରେ ଜାଭେଲିନ୍ ଥ୍ରୋରୁ ତିନୋଟି ପଦକ ଜିତିବା ସାରା ଦେଶବାସୀଙ୍କୁ ଖୁସି ଆଣିଦେଇଛି ।

related posts

Leave a Comment