Share with
ଫୁଲବାଣୀ: ରବିବାର ରାଜ୍ୟ ପୋଲିସ ଡିଜି ଅଭୟ ସ୍ଵତନ୍ତ୍ର ବାୟୁସେନାହେଲିକାପ୍ଟର ଯୋଗେ ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି କୋଟଗଡର ହାଇ ସ୍କୁଲ ପଡ଼ିଆ ଠାରେ ଓହ୍ଲାଇଥିଲେ । ସେଠାରେ ଅତ୍ୟାଧୁନିକ ମଡ଼େଲରେ ନିର୍ମିତ ଏକ ଥାନା ଗୃହକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଡିଜି ଅଭୟ ମା ଓ ମୁକା ବିଲାରେ କନ୍ଧମାଳରଜବାନମାନେ ସଫଳତା ହାସଲ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସେହିପରି ମା ଓ ବାଦୀ ମାନଙ୍କୁ ଆତ୍ମସମର୍ପଣ
କରି ସମାଜ ର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ପର।ମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକଚକ୍ରମଣିକହଁର, ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ଆର କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଏସପି ଭିନିତ ଅଗ୍ରୱାଲ, ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଡିଜିଙ୍କ ଗସ୍ତ କୁନେଇ କୋଟଗଡ଼ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଲା ।