Home ଜୀବନଚର୍ଯ୍ୟା ଜନ୍ମାଷ୍ଟମୀ ପୂଜାରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ,କେବେବି ଧନର ଅଭାବ ରହିବ ନାହିଁ

ଜନ୍ମାଷ୍ଟମୀ ପୂଜାରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ,କେବେବି ଧନର ଅଭାବ ରହିବ ନାହିଁ

by Times One Odia
Share with
     
 
 
   

୩୦ ଅଗଷ୍ଟ ସୋମବାର ଦିନ ଜନ୍ମାଷ୍ଟମୀ ପୂଜା ଅଟେ। ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପୂଜା ପାଳନ କରାଯାଏ। ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷରେ ଅଷ୍ଟମୀ ତିଥିକୁ ଶ୍ରଦ୍ଧା ଭାବରେ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥାନ୍ତି। ଏହି ଦିନ କିଛି ଖାସ ଗୁପ୍ତ ଉପାୟ ଥାଏ ଯାହାକୁ କରିବା ଦ୍ୱାରା ମନୁଷ୍ୟକୁ ଧନ ସମ୍ପତ୍ତି ସମୃଦ୍ଧି ଏବଂ ସଫଳତା ସମାଜରେ ମାନ ସମ୍ମାନ ଏହିସବୁ ପ୍ରାପ୍ତ ହୋଇଥାଏ। କାରଣ ଜନ୍ମାଷ୍ଟମୀକୁ ତତ୍ରର ଚାରି ରାତ୍ର ମଧ୍ୟରୁ ଗୋଟିଏ ରାତ୍ରି ମାନାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ବ୍ରତ କରିବା ବହୁତ ଲାଭଦାୟକ ହୋଇଥାଏ। ଯେଉଁ ଲୋକ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ସେମାନଙ୍କୁ ଏହି ବ୍ରତ ନିଶ୍ଚୟ କରିବା ଉଚିତ ଏବଂ କୁଆଁରୀ ଝିଅମାନେ ବ୍ରତ ରଖି ଭଗବାନ ଶ୍ରୀକୃଷ୍ଣଙ୍କୁ ଝୁଲଣାରେ ଝୁଲେଇଲେ ସେମାନଙ୍କର ବିବାହର ଶୀଘ୍ର ଯୋଗ ବନିଥାଏ। ଏହି ଦିନ ବ୍ରତ ପୂଜା କରିବା ବହୁତ ଭଲ ହୋଇଥାଏ ଆଉ ଯଦି ଆପଣଙ୍କ ଜୀବନରେ ସଙ୍ଘର୍ଷ ଅଧିକା ଅଛି ଟେନସନ ଅଧିକା ଅଛି ତେବେ ଆପଣ ଆପଣଙ୍କର ଭାଗ୍ୟକୁ ବଦଳାଇବା ପାଇଁ ପ୍ରସ୍ତୁତ ହୋଇଯାଅନ୍ତୁ।

related posts

Leave a Comment