Home Breaking News କୀର୍ତ୍ତନପୁର ଗାଁରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର: କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି

କୀର୍ତ୍ତନପୁର ଗାଁରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର: କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି

by Times One Odia
Share with
     
 
 
   

କଙ୍କଡ଼ାହାଡ଼(ନବକିଶୋର ସାହୁ): ଭାଲୁ ଆକ୍ରମଣରେ ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୀର୍ତ୍ତନପୁର ଗାଁର ଜଣେ ବୃଦ୍ଧ ଗୁରୁତର ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ୧୦୮ ଆମ୍ବୁଲାନ୍ସରେ ଆସି ଭର୍ତ୍ତି ହୋଇଛନ୍ତି ।ସୂଚନା ଅନୁସାରେ କୀର୍ତ୍ତନପୁର ଗାଁର ପହଲ ପ୍ରଧାନ ଗାଁ ପାଖ ଜଙ୍ଗଲ କୁ ଶୌଚ ହେ ହେବାକୁ ଯାଇଥିବା ବେଳେ ୩ଟି ଭାଲୁ ତାଙ୍କୁ କରିଥିଲେ ଆକ୍ରମଣ ।ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡ଼ିକାଲ ଆଣିଥିଲେ ।ଅଧିକ ଗୁରୁତର ଥିବାରୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ।

related posts

Leave a Comment