Home Breaking News / ତାଜା ଖବର ଦୀର୍ଘ ଦେଢ଼ ବର୍ଷ ପରେ ସାଇନ୍ସ ପାର୍କ ଖୋଲିଲା

ଦୀର୍ଘ ଦେଢ଼ ବର୍ଷ ପରେ ସାଇନ୍ସ ପାର୍କ ଖୋଲିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କୋରାନା ମହାମାରୀ ପାଇଁ ଗତ ମାର୍ଚ୍ଚ 20ରୁ ବନ୍ଦ ଥିବା ଫୁଲବାଣୀ ସହର ର ସାଇନ୍ସ ପାର୍କ ଖୋଲିଲା l
ଗତକାଲି ଶୁକ୍ରବାର ସନ୍ଧ୍ୟା ରେଆୟୋଜିତ ରି ଓପେନ କାର୍ଯ୍ୟ କ୍ରମ ରି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l
ଅନ୍ୟମାନଂକ ମଧ୍ୟ ରେ ଆଇନଜୀବୀ ବିଜୟ ପଟନାୟକ, ସ୍ଵେଛା ସେବୀ ସଂଗଠନ ସ୍ଵାତି ର ସମ୍ପାଦକଇଂ. ହରି ଶଙ୍କର ରାଉତ, ବୈଦ୍ୟ ନାଥ ଖଟୁଆ, ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ l
ସାଇନ୍ସ ପାର୍କ କେବେ ଖୋଲିବବୋଲି ଲୋକେ ଆଗ୍ରହ ra ସହ ଅନାଇ ରହିଥିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ନିଷ୍ଠା ପର ଉଦ୍ୟମ, ଓ ଆନ୍ତରିକତା ଯୋଙ୍ଗୁ ବନ୍ଦ ଥିବା ପାର୍କ ଖୋଲି ପାରିଛି l
କରନା ପାଇଁ ଏତେଦିନ ଧରି ବନ୍ଦ ରହିଥିବା ଫଳରେ ରକ୍ଷଣl ବେକ୍ଷଣ ଅଭାବ ରୁ ପାର୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ହେଲେ ପୌର ଅଧିକାରି ବେହେରା ନିଜେ ଉପସ୍ଥିତ ରହି ପାର୍କ ରକ୍ଷଣା ବେକ୍ଷଣ ଦାଇତ୍ୱ ନେଇଥିବା ସ୍ଵାତି ଏନଜିଓ କୁ ନିର୍ଦେଶ ଦେଇ ସଫାସୁତୁରା କରାଇ ଥିଲେ l
ପାର୍କ ଖୋଲିବା ଜାଣି ଲୋକଙ୍କ ପ୍ରବଳ ଭିଡ ଜମିଥିଲା l
ଏହି ସାଇନ୍ସ ପାର୍କ ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ରେ ସହାୟକ ହେଉଛି l

related posts

Leave a Comment