Home Breaking News / ତାଜା ଖବର ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀଙ୍କ କୁହିବାହାଲ ୫ଟି ସ୍କୁଲ ପରିଦର୍ଶନ

ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀଙ୍କ କୁହିବାହାଲ ୫ଟି ସ୍କୁଲ ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ ପୂଜାରୀ): ଆଜି ବିନିକା ବ୍ଳକ କୁହିବାହାଲ ହାଇସ୍କୁଲ କୁ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରୀ ପରିଦର୍ଶନ କରିଛନ୍ତି । ୫ଟି ଅଧୂନରେ ଅନ୍ତର୍ଭୁକ୍ତ ଥିବା ଉକ୍ତ ସ୍କୁଲର ନିର୍ମାଣଧିନ କାମକୁ ବୁଲିଦେଖୁବା ସହ ନିର୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିନିକା ବ୍ଳକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଙ୍କ ଗସ୍ତ ଅବସରରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ,ବିନିକା ବିଡିଓ ବ୍ୟାସଦେବ ବେହେରା, , ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ମକରଧ୍ବଜ ସାହୁ, ସାହାୟକ ଯନ୍ତ୍ରୀ ଅନୁପମା ଗଣିକ, ସ୍କୁଲର ପ୍ରଧାନ ଶିକ୍ଷକ ମୁରଲୀଧର , ସମେତ ସ୍କୁଲ ସମସ୍ତ ଶିକ୍ଷକ ,ସ୍କୁଲ କମିଟି , ବ୍ଳକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment