Home Breaking News / ତାଜା ଖବର ମୁଖ୍ୟ ଶାସନ ସଚିବଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ

ମୁଖ୍ୟ ଶାସନ ସଚିବଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶନିବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତ ରେ ଆସିବେ l
ଭୁବନେଶ୍ୱର ରୁ କାର ଯୋଗେ ଆସି ଶନିବାର ଗୋଟାଏ ବେଳେସର୍କିଟ ହାଉସ ରେ ପହଂଚିବେl ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଟିକାବାଲି. ଜି ଉ ଦୟଗିରି ଆଦି ଅଂଚଳ ବୁଲି ବିଭିନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ପରେ ସନ୍ଧ୍ୟା ରେ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା କରିବେ l
ସେହିପରି ସର୍ତ୍ତାଗୁଡା ଠାରେ ନିର୍ମାଣ ହୋଇଥିବା ଵୃଦ୍ଧାଶ୍ରମ, ମେଡିକାଲ କଲେଜସ୍ମାର୍ଟ ସ୍କୁଲ, ନିର୍ମାଣ କାର୍ଯ୍ୟ ଆଦି ବୁଲି ଦେଖିବେ l ରବିବାର ଅପରାହ୍ନ ରେ ଫେରିଯିବା କାର୍ଯ୍ୟକ୍ରମ ରହିଛି l

related posts

Leave a Comment