Share with
ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୮୨ରେ ପହଞ୍ଚିଛ।
ତେବେ, ଶନିବାର କନ୍ଧମାଳ ଜିଲ୍ଲାରେ ମାତ୍ର ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୪୭୯ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୩୫୭ଜଣ ସୁସ୍ଥ ହୋଇଥିବାବେଳେ ୪୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ କିଛିଦିନ ହେଲାଣି ଫୁଲ ବାଣୀଠାରେ ଥିବା କି ମସ କୋଭିଡ଼ ହସ୍ପିଟାଲକୁ ସରକାର ମଧ୍ୟବନ୍ଦକରି ସାରିଲେଣି
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।