Home Breaking News / ତାଜା ଖବର ଜିଲ୍ଲାପାଳଙ୍କ ବିଷମକଟକ ପଞ୍ଚାୟତ ସମିତିର ବିଭିନ୍ନ ଗ୍ରାମ ଖେତ୍ର ପରିଦର୍ଶନ

ଜିଲ୍ଲାପାଳଙ୍କ ବିଷମକଟକ ପଞ୍ଚାୟତ ସମିତିର ବିଭିନ୍ନ ଗ୍ରାମ ଖେତ୍ର ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାର୍ତ୍ତା): ଜିଲାପାଳ ରାୟଗଡା ଶ୍ରୀସରୋଜ କୁମାର ମିଶ୍ର ବିଷମକଟକ ପଞ୍ଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ
ପ୍ରଥମେ ବେଥିଆପଡା ଗ୍ରାମ ର ୟୁଜି,ଏମ୍,ଇ ସ୍କୁଲ ଡାଇନିଙ୍ଗ ହଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ |ଯାହା କି ପାଞ୍ଚଲଖ୍ୟ ଟଙ୍କା ର ଅଟକଳ ରାଶି ରେ ନିର୍ମିତ| ଏଥିସହ ମିଶନ ଶକ୍ତି ଗ୍ରୁହ ପରିଦର୍ଶନ କରି ସମସ୍ତ ଅଧିକାରି କୁ ଉକ୍ତ କାର୍ଯ୍ୟ ଟିକୁ ଠିକ ସମୟ ରେ ସ°ପୁର୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ | ଜିଲାପାଳ ଗ୍ରାମ ବାସି ଙ୍କୁ ସରକାର ଙ୍କ ଜଳ ଯୋଗଣ ,ବିଦ୍ୟୁତ କରଣ,ବାର୍ଧକ୍ୟ ଭତା ,ପିଡିଏସ୍ ଚାଉଳ,ପ୍ରଧାନ ମନ୍ତ୍ରି ଆବାସ ଯୋଜନା ଇତ୍ୟାଦି ସମସ୍ୟା ପଚାରି ବୁଝିଥିଲେ |
ଛତୁ ଚାଷ ଅନ୍ୟାନ କାର୍ଯ୍ୟ ସମ୍ପର୍କ ରେ ଫୁଳଗୁଡା ପରିଦର୍ଶନ କରିଥିଲେ |ସ୍ମାଟ କ୍ଳାସ ଇ ଲାଇଵ୍ରେରି,ଓ ଶୌଚାଳୟ ଏଵ° ଦୁର୍ଗି ର ଉଚ୍ଚବିଦ୍ୟାଲୟ ପରିଦର୍ଶନ କରି ଦେଖିଥିଲେ| ସହାୟକ ଯନ୍ତ୍ରି କନିଷ୍ଟ ଯନ୍ତ୍ରି ଓ ପ୍ରଧାନ ଶିଖ୍ୟକ ଉକ୍ତ ବିଦ୍ୟାଲୟ ର ଉନ୍ନୟନ କାର୍ଯ୍ୟ ନିର୍ଦୀଷ୍ଟ ସମୟ ରେ ସ°ପୁର୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ|
ଓଡିଶା ଜିବିକା ମିଶନ ତରଫରୁ ଝାଡୁ,ତେନ୍ତୁଲି ଉତ୍ପାଦନ ମାନ ବ୍ରୁଧି ବିଷୟ ରେ S.H.G.ସଭ୍ୟା ମନଙ୍କୁ ଅଵଗତ କରାଇଥିଲେ ଓ ଝାଡୁ ତେନ୍ତୁଲି ପ୍ରକିୟା କୁ ଅର୍ଥ ରୋଜଗାର କରିବା ଉପାୟ ବୁଝାଇଥିଲେ | ଉକ୍ତ ପରିଦର୍ଶନ ରେ ଯୋଗ ଦେଇଥିଲେ ଜିଲ୍କାପାଳ ସମେତ ବିଷମକଟକ ତହସିଲଦାର,ସରକାରି ଯନ୍ତ୍ରି, ଗୋଷ୍ଟିଉନ୍ନୟନ ଅଧିକାରି ପରିଦର୍ଶନ ସମାପ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ରାୟଗଡା ଅଭିମୁଖେ ଯାତ୍ରା କରିଥିଲେ

related posts

Leave a Comment