Home Breaking News / ତାଜା ଖବର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ

ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତ ପିତେଇପାଳି କାମଧେନୁ ଗୋ ସେବାଶ୍ରମଠାରେ ଭାରତୀୟ ମଜଦୂରସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ତମ୍ବୁରୁ ଧର ମେହେର ଅଧ୍ୟକ୍ଷତରେ ଅନୁଷ୍ଯିତ ହୋଇଯାଇଛି ା ଏତିରେ ସଂପାଦକ ସୂର୍ଯ୍ୟକାନ୍ତ ରାଉଳ, ସହ ସଂପାଦକ ଶିବନାରାୟଣ ପଣ୍ଡା , ଉପସଭାପତି ଅର୍ଜୁନ ବାଦୀ, କୋଷାଧ୍ୟକ୍ଷ ନବକିଶୋର ମିଶ୍ର , ଉପ ସଭାନେତୀ ମମତା ମାଝି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି କାର୍ଯକ୍ରମରେ କାମଧେନୁ ଗୋ ସେବା ଆଶ୍ରମ ମୂଖ୍ୟ ପରିଚାଳକ ବିନୋଦ ପର୍ଡିଆ ,ଶମ୍ଭୁ ପ୍ରସାଦ ଖମାରୀ , ହାଡ଼ିବନ୍ଧୁ ଖମାରୀ, ନରସିଂହ ପ୍ରସାଦ ନା ଏକ ଓ ଭାରତୀୟ ମଜଦୂରସଂଘ ଜିଲ୍ଲା ଶାଖା କମିଟି ମେମ୍ବର ସୁରୁ ବାବୁ ପ୍ରଧାନ , ପ୍ରଦୀପ କୁମାର ସାହୁ, ଅନ୍ତର୍ଯ୍ୟାମୀ ବଣ୍ଡକୀ, ଉମାକାନ୍ତ ସାହୁ, ଦେବରାଜ ବେହେରା ସୁଦାମ ଡାଙ୍ଗ , ଗୁରୁବାରି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ସଭା ପ୍ରାରମ୍ଭରେ ଭାରତମାତା, ବିଶ୍ଵକର୍ମା, ଠେଙ୍ଗୀଡିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସମସ୍ତେ ପ୍ରକୃତିର ସଂରକ୍ଷଣ ନିମିତ୍ତ ବୃକ୍ଷରୋପଣ ସହ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ ନିମିତ୍ତ ସଂକଳ୍ପ ନେଇଥିଲେ ା

related posts

Leave a Comment