Share with
ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ର ଇଲେକ୍ଟ୍ରି ଅଫିସ ର ଶଙ୍କର୍ଷଣ ପାଣିଗ୍ରାହୀ ନାମକ ଜନୈକ କର୍ମଚାରୀ ଅଫିସ ପରିସରରେ ରେ ଏକ 8 ଫୁଟ ର ଏକ ଅଜଗର ସାପ ପସିଥିବା ନେଇ ଜଣେ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି ଲୋକନାଥ ରାଜୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ତତକ୍ଷଣl ତ ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି ,ଏବଂ ରିତେଶ କୁମାର ସାହୁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଅତି ସତର୍କତାର ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବା ପରେ ତାକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ l
ଫଳରେ ଟିମ ହୁମାନୀଟି ର ସମସ୍ତ ସଦସ୍ୟ ମାନକୁ ଧନ୍ୟ ବାଦ ଜଣାଇଥିଲେ l
ଏଥି ପୂର୍ବରୁ ମଧ୍ୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଅଜଗର ସାପ ଉଦ୍ଧାର କରିଥିଲେ l ସହର ରେ ଅଜଗର ସାପ ବହୁ ସଂଖ୍ୟା ରେ ବୁଲୁଥିବା ଜାଣି ସହର ବାସି ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି