Home Breaking News / ତାଜା ଖବର ଅଫଲାଇନରେ ପରୀକ୍ଷା ଦେଇ ଅଂଚଳର ନାମ ରଖିଲେ ଶୁଚିସ୍ମିତା

ଅଫଲାଇନରେ ପରୀକ୍ଷା ଦେଇ ଅଂଚଳର ନାମ ରଖିଲେ ଶୁଚିସ୍ମିତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୋପ (ଦିବ୍ୟଜ୍ୟୋତି ପଟ୍ଟନାୟକ ): ଚଳିତ ଶିକ୍ଷା ବର୍ଷ 2020/21 ଶିକ୍ଷା ବର୍ଷରେ covid -19 ପାଇଁ ପରୀକ୍ଷା ନକରାଇ ବିଗତ ବର୍ଷ ମାନଙ୍କର ଫଳାଫଳକୁ ଆଧାର କରି ମାର୍କ
ଦିଆଯାଇଥିଲା, ସେ ମାର୍କରେ ସନ୍ତୁଷ୍ଟ ନହୋଇ ଗୋପ ବ୍ଲକ ଗଣେଶ୍ୱରପୁର ପଂଚାୟତ ଅନ୍ତର୍ଗତ ସୁବର୍ଣପୁର ଗ୍ରାମର ସ୍ଵାତି ଶୁଚିସ୍ମିତା ଦାସ ଯେକି ଗଣେଶ୍ୱରପୁର ଉଚ ବିଦ୍ୟାଳୟର ଛାତ୍ରୀ ପୁନଃ ଅଫ୍ଲାଇନ ରେ ପରୀକ୍ଷା ଦେଇ 555 ନମ୍ବର ତଥା 92:5% ରଖି ସଫଳତାର ସହ ଉତୀର୍ଣ୍ଣ ହୋଇ ଅଂଚଳର ନାମ ଗୌରବନିତା କରିଛନ୍ତି

related posts

Leave a Comment