Home Breaking News / ତାଜା ଖବର ରାୟଗଡ ଋଷି କ୍ଷେତ୍ରର ଝଲକରେ କଳାହାଣ୍ଡିରେ ଲାଠି ଯାତ୍ରା ପାଇଁ ଅଣ୍ଟା ଭିଡ଼ିଲେ ଧର୍ମରକ୍ଷକ

ରାୟଗଡ ଋଷି କ୍ଷେତ୍ରର ଝଲକରେ କଳାହାଣ୍ଡିରେ ଲାଠି ଯାତ୍ରା ପାଇଁ ଅଣ୍ଟା ଭିଡ଼ିଲେ ଧର୍ମରକ୍ଷକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଋଷିକ୍ଷେତ୍ର ପରମ୍ପରା ଅରମ୍ବ ହୋଇ ଅନାଦି କାଳରେ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ବିଧର୍ମୀ ମାନଙ୍କ ଶାସନ ବୈଦେଶିକ ଚକ୍ରାନ୍ତରେ ଶିକ୍ଷା ପଦ୍ଧତି କୁ ଅପ ଭ୍ରଂଶ କରି ଭାରତର ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ର ପ୍ରେମରୁ ଅଲଗା କରି ଯୁବ ପିଢିଙ୍କୁ ସ୍ଥାଣୁ କରିବା ଚକ୍ରାନ୍ତ କୁ ପ୍ରତିହତ କରି କିପରି ଧର୍ମ ରଖିତ ରାଖୀତଃ ନୀତିରେ ରାଜ୍ୟର ୩୦ ଜିଲ୍ଲାକୁ ଋଷି କ୍ଷେତ୍ର ରୂପେ ଘୋଷଣା କରିଥିଲେ ଓଡ଼ିଶାର ସାଧୁ ସନ୍ଥ ଗଣ। ଏହି ଯୋଜନାର ଶୁଭାରମ୍ଭ ଅରମ୍ବ କରାଯାଇଛି ରାୟଗଡ ଋଷି କ୍ଷେତ୍ରରେ। ଗ୍ରାମେ ଗ୍ରାମେ ବୁଲି କଲ୍ୟାଣସିଙ୍ଘସପୁର ଆଚାର୍ଯ୍ୟ କ୍ଷେତ୍ରର ସନ୍ୟାସୀ କ୍ରାନ୍ତୀ କାରୀ ଆଶ୍ରମର ପ୍ରତିଷ୍ଠାତା ସତ୍ୟ ସ୍ୱରୂପନନ୍ଦ ଗିରୀ ଙ୍କ ପ୍ରଚେଷ୍ଟାରେ ଧର୍ମରକ୍ଷକ ନିଯୁକ୍ତି ଦେବା ସହ ଲାଠି ଯାତ୍ରା ଆରମ୍ଭ ହୋଇଯାଇଛି। ପ୍ରଥମତଃଗତ ସଂକ୍ରାନ୍ତିରେ ସିକରପାଇ ସ୍ଥିତ ସିକପାଇ ଗ୍ରାମରୁ କଟଲାଙ୍ଗ ଲାଠି ଯାତ୍ରା କରାଯାଇଥିଲା। ସେହିଭଳି ରକ୍ଷା ବନ୍ଧନ ଦିନ ଧର୍ମ ରକ୍ଷା ସୂତ୍ର ବନ୍ଧନ କରିବା ପାଇଁ ଅଂଚଳର ପୁର ପଲିରୁ ଭାଇ ଭଉଣୀ ମାନେ ଆସି ରକ୍ଷା ସୂତ୍ର ବନ୍ଧନ କରି ସମସ୍ତେ ଲାଠି ଧାରଣ କରି ସଂକଳ୍ପ କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେକି ଧର୍ମ ରକ୍ଷା ପାଇଁ ଯେପରି ଦେବା ଦେବୀ ମାନେ ଅସ୍ତ୍ର ଧାରଣ କରିଥିଲେ ତେଣୁ ଆମେ ଧାରଣ କରିବୁ କୌଣସି ଦେଶଦ୍ରୋହୀ ଶକ୍ତିକୁ ରୋକିବାକୁ ପଛାଇବୁନାହିଁ ବୋଲି ସଂକଳ୍ପ କରିଥିଲେ। ଏହାର ଝଲକରେ ପଡୋଶୀ ଜିଲ୍ଲା କଳାହାଣ୍ଡି ଋଷିକ୍ଷେତ୍ରର ବିଶ୍ୱନାଥପୁର ଆଚାର୍ଯ୍ୟ କ୍ଷେତ୍ରର ବିଜେପୁର ଅଂଚଳର ଅନେକ ଧର୍ମ ରକ୍ଷକ ସାମିଲ ହୋଇଥିଲେ ଓ ଲାଠି ଧାରଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଓ କିଛି ଜଣ ଧାରଣ କରିଥିଲେ। ଏନେଇ ସନ୍ୟାସୀଶ୍ରୀ କ୍ରାନ୍ତୀ ବାବା କହିଛନ୍ତିକି ଆଗାମୀ ଦିନରେ ଏହା ରାଜ୍ୟ ବ୍ୟାପି କରିବା ଯୋଜନା ରହିଛି ଏଥିପାଇଁ ସନ୍ଥ ସମାଜ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାଇଛନ୍ତି।

related posts

Leave a Comment