ବିଷମକଟକ(କମଳାକାନ୍ତ ବାତ୍ରା):ଲାଞ୍ଚ ମାଗିବା ଭିଡିଓ ଭାଇରାଲ ହୋଇଥିବା ଘଟଣାରେ ନିଲମ୍ବିତ ହେଇଥିବା ଅଧିକାରି କନେଷ୍ଟବଲ ସୁଶାନ୍ତ ପାତ୍ର ନିଜ ପତ୍ନି କୁ ନିର୍ଯାତନା ଦେଇଥିବା ଘଟଣା ରେ ପତ୍ନି ପ୍ରଗ୍ୟା (Pragay)ପରାମିତା ଗରାବଡୁ ନ୍ୟାୟ ପାଇଁ ଅଵକାରି ବିଭାଗିୟ ପ୍ରିନ୍ସପାଲ ,ସେକ୍ରେଟାରି,କମିସନର,ମହିଳା କମିସନର ,ରାୟଗଡା ଜିଲ୍କାପାଳ ଙ୍କ ଦ୍ବାରସ୍ଥ ହେଇ ସୁଫଳ ପାଇ ନ ଥିବା ପତ୍ନି ଏଵେ ହତାଶ| ଅଭିଯୋଗ ରେ ମନ୍ତ୍ରି ,ଅଫିସର କୁ ଧରି ସ୍ବାମି ସୁଶାନ୍ତ ତଦନ୍ତ ପ୍ରକିୟା କୁ ପ୍ରଭାବିତ କରିଥିବା ଘଟଣା ରେ ମନ୍ତ୍ରୀ ଜଗର୍ନାଥ ସାରାକା ନିଜେ ସ°ମ୍ପୁକ୍ତ ହୋଇ ପତିତା ପ୍ରଞ୍ଗ୍ୟା ପରାମିତା କୁ ନ୍ୟାୟ ଦେବାରେ ବିଫଳ କରିଥିବା ଅଭିଯୋଗ ରେ ଆଜି ରାୟଗଡା ଜିଲ୍କା ବିଷମକଟକ ନିର୍ବାଚନ ମଣ୍ଡଳି କ°ଗ୍ରେସ କମିଟି ତରଫରୁ ଏକ ପ୍ରେସମିଟ କରି ମୁଖ୍ୟମନ୍ତ୍ରି ଙ୍କ
ଗୋଚରଥ୍ରେ ଜଣେଇଛନ୍ତି |ଏଠାରେ ନିଳମଧଵ ହିକୋକା କ°ଗ୍ରେସ ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳି,ବିଜୟ କିଶୋର ପଟ୍ଟନାୟକ ବ୍କକ ସଭାପତି,ଚନ୍ଦ୍ରଶେଖର କୁସୁଲିଆ,ସାସ°ଦ ପ୍ରତିନିଧି ବିଷମକଟକ,
ଅନ୍ୟପଟେ ଭାରତିୟ ଜନତା ପାର୍ଟି ସମୁହ ବିଷମକଟକ ର ନେତାଜି ଛକ ଠାରେ ବିଷମକଟକ ବିଜେପି ବିଧାୟକ ପ୍ରାର୍ଥି ଶ୍ରୀ ଶିବ ଶଙ୍କର ଉର୍ଲାକା ଙ୍କ ଅଧ୍ୟଖ୍ୟତା ରେ ବିଜୁ ଜନତା ଦଳ ର ଏଭଳି କାର୍ଯ୍ୟ କୁ ଦ୍ରୁଡ ନିନ୍ଦା କରିବା ସହ ମନ୍ତ୍ରି ଙ୍କ ଇସ୍ତଫା ଦାବି କରି କୁଷପୁତଲିକା ଦାହ କରିଛନ୍ତି
ମାନ୍ୟଵର ଅନୁଶୁଚିତ ଜନଜାତି କଲ୍ୟାଣ ମନ୍ତ୍ରିଙ୍କ ପଦରୁ ବହିସ୍କାର ପାଇଁ ଜାତିୟ କ°ଗ୍ରେସ କମିଟିର ପ୍ରେସ ମିଟ
Share with