Home Breaking News / ତାଜା ଖବର କାବୁଲରେ ଟୋଲୋ ନ୍ୟୁଜ ରିପୋର୍ଟରଙ୍କୁ ହତ୍ୟା

କାବୁଲରେ ଟୋଲୋ ନ୍ୟୁଜ ରିପୋର୍ଟରଙ୍କୁ ହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନକୁ ତାଲିବାନ ଦଖଲକୁ ନେବା ପରେ ଜାରି ରହିଛି ସେମାନଙ୍କର କ୍ରୁରତା । ଆଜି କାବୁଲରେ ଜଣେ ସାଂବାଦିକଙ୍କୁ ତାଲିବାନୀ ହତ୍ୟା କରିଛନ୍ତି । ଆଫଗାନିସ୍ତାନର ସବୁଠାରୁ ବଡ ଗଣମାଧ୍ୟମ ଟୋଲୋ ନ୍ୟୁଜର ପ୍ରତିନିଧି ଜିୟାର ୟାଦଙ୍କୁ ତାଲିବାନୀ ହତ୍ୟା କରିଥିବା ସୂଚନା ମିଳିଛି । ଟୋଲୋ ନ୍ୟୁଜ ତରଫରୁ ତାଲିବାନୀଙ୍କ ଅସଲ ମୁଖା ଖୋଲିବା ନେଇ ଖବର ପ୍ରସାରଣ ଭିତରେ ଏପରି ଖବର ଆସି ପୁରା ଆଫଗାନିସ୍ତାନ ଗଣମାଧ୍ୟମରେ ଭୟ ଖେଳାଇ ଦେଇଛି । ଏପରି କରିବା ଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ତାଲିବାନ ।

related posts

Leave a Comment