Home Breaking News / ତାଜା ଖବର ମାଟ୍ରିକ ଅଫ୍ ଲାଇନ୍ ପରୀକ୍ଷାରେ ସଫଳତା ଓ ମୂଲ୍ୟାୟନରେ ଛାତ୍ର ଅସନ୍ତୋଷ

ମାଟ୍ରିକ ଅଫ୍ ଲାଇନ୍ ପରୀକ୍ଷାରେ ସଫଳତା ଓ ମୂଲ୍ୟାୟନରେ ଛାତ୍ର ଅସନ୍ତୋଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ବିଭୁତି ଭୂଷଣ ପଣ୍ଡା): କରୋନା ମାଡ଼ରେ କ୍ଷତି ଗ୍ରସ୍ତ ହୋଇଛନ୍ତି ଛାତ୍ର ଛାତ୍ରୀଙ୍କର l ଦୋହଲି ଯାଇଛି ଶିକ୍ଷା ବର୍ଷ ସରକାରଙ୍କ ଭୁଲ ନିଷ୍ପତି ଫଳରେ ବଳିପଡ଼ୁଛନ୍ତି ଅନେକ ମେଧାବୀ ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ସରକାରଙ୍କ ତିନିବର୍ଷ ରେକଡ଼ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍କ ଦିଆଯାଇଥିଲା ପରୀକ୍ଷା ଫଳ ବାହାରିବା ପରେ ଅସନ୍ତୋଷ ଥିଲେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ l ମାଟ୍ରିକ ପରୀକ୍ଷା ର ମୂଲ୍ୟାୟନକୁ ବାରାପୁର ଅଞ୍ଚଳ ରେ ଅମିୟ ପାଣିଗ୍ରାହୀ ଓ ଶାନ୍ତି ଲତା ପଣ୍ଡା ଙ୍କ ର ପୁତ୍ର ଓ କୁମାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଓମ୍ ପ୍ରକାଶ ପାଣିଗ୍ରାହୀ ଦେଇଥିଲେ ଅଫ୍ ଲାଇନ୍ ପରୀକ୍ଷା ଓମ୍ ପ୍ରକାଶ ପାଣିଗ୍ରାହୀ ବୋର୍ଡ ତରଫ ରୁ ତାଙ୍କୁ ପୃବରୁ ୫୦୨ ନମ୍ୱର ମିଳିଥିଲେ ମଧ୍ୟ ସେ ଏହାକୁ ବିରୋଧ କରି ଅଫ୍ ଲାଇନ୍ ପରୀକ୍ଷା ଦେଇ ୫୬୩ ନମ୍ବର ରଖି ସଫଳତା ହାସଲ କଲେ ସତ। କିନ୍ତୁ ତାଙ୍କର ଅସନ୍ତୋଷ ମୂଲ୍ୟlୟନ ଠିକ ସେ ହୋଇ ନଥିବାରୁ ଦୁଇ ଟି ବିଷୟ ରେ ମାର୍କ କମି ଥିବାରୁ ଅସନ୍ତୋଷ ପ୍ରକାଶ ପୁଣି ଥରେ କରିଛନ୍ତି l ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଉଚ୍ଚ କତ୍ରୁ ପକ୍ଷଙ୍କୁ ଜଣାଇ ଥିବା ଜଣାଇ ଛନ୍ତି ।

related posts

Leave a Comment