Share with
କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଦଶୀପୁର ଗ୍ରାମ ର ଧର୍ମପରାୟଣ ମହିଳା ନାଵନ ନାଏକ(୫୫) ଙ୍କ ଗତକାଲି ରାତି ୧.୩୦ ରେ ନିଜ ଘରେ ପରଲୋକ ଘଟିଅଛି ।ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ ।ମୃତ୍ୟ ଶଯ୍ୟା ନିକଟରେ ସ୍ୱାମୀ ଡମ୍ବରୁ ନାଏକ,୨ ପୁତ୍ର ତ୍ରିନାଥ ନାଏକ,ତ୍ରିପୁର ନାଏକ ପୁତ୍ରବଧୁ ଆତ୍ମୀୟ ସ୍ୱଜନ ଥିଲେ ।ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କ ବିୟୋଗରେ ଦଶୀପୁର ପୂର୍ବତନ ସରପଞ୍ଚ ଦିବ୍ୟସିଂହ ଦେହୁରୀ ଗଭୀର ଶୋକ ବ୍ୟକ୍ତି କରିଛନ୍ତି ।ତାଙ୍କ ବିୟୋଗରେ ଦଶୀପୁର ପଂଚାୟତ ରେ ଶୋକ ର ଛାୟା ଖେଳି ଯାଇଅଛି ।