Home Breaking News / ତାଜା ଖବର ସିନେ ସ°ସ୍ଥା ଦ୍ବାରା ଗୁରୁବାର ସାପ୍ତାହିକ ହାଟରେ କରୋନା ସଚେତନ

ସିନେ ସ°ସ୍ଥା ଦ୍ବାରା ଗୁରୁବାର ସାପ୍ତାହିକ ହାଟରେ କରୋନା ସଚେତନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ରାଜ୍ୟରେ କୋରନା ମହାମାରି ର ତ୍ରୁତିୟ ଲହରି ଆଗମନ ହେବା ଫଳ ରେ ଶିଶୁ ଓ କିଶୋର ମାନେ ବହୁଳ ପରିମାଣ ରେ କୋରନା ରେ ଆକ୍ରାନ୍ତ ହେଉଛନ୍ତି |ଏଣୁ ଆଜି ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ସାପ୍ତାହିକ ଗୁରୁବାର ହାଟ ରେ ବିଷମକଟକ ସିନି ସ°ସ୍ଥା ଦ୍ବାରା କୋରନା ସଚେତନ ପାଇଁ ମାଇକ ମଧ୍ୟମ ରେ ପ୍ରଚାର କରାଯାଇଛି |ଏହି ହାଟ ରେ ରାୟଗଡା,କଲାହାଣ୍ଡି ଅଞ୍ଚଳ ର ବହୁ ବ୍ୟବସାୟି ଏକତ୍ରିତ ହେଇଥାନ୍ତି |ବିଶେଷ କରି ଏହି ହାଟ ରେ ବହୁତ ପରିମାଣ ରେ ଡଙ୍ଗରିଆ ଆଦିବାସି ସଉଦା ପତ୍ର କିଣିବାକୁ ଆସିଥାନ୍ତି| ତେଣୁ ସିନି ସ°ସ୍ଥା ଦ୍ବାରା ଡଙ୍ଗରିଆ ଆଦିବାସି ଙ୍କୁ କରୋନା ସଚେତନ କରିବା ପାଇଁ କୁଇ ଭାଷା ରେ ମଧ୍ୟ ପ୍ରଚାର କରାଯାଉଛି!ତାହା ସହିତ ବିଷମକଟକ ବ୍କକ ର ପ୍ରତ୍ୟକ ଉପସାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ହାଇଜେନିକ କିଟ ପ୍ରଦାନ କରୁଛନ୍ତି |ଏଵ° ଗର୍ଭବତି,ପ୍ରସୁତି ମହିଳା ଓ ଶିଶୁ ମାନଙ୍କ ଙ୍କ ର କୋରୋନା ସମୟ ରେ କିଭଲି ଭାବେ ଖାଦ୍ୟ ପେୟ ଓ ନିଜର ଯତ୍ନ ନେବେ ସେ ବିଷୟ ରେ ମଧ୍ୟ ପ୍ରଚାରିତ କରାଯାଉଛି |

related posts

Leave a Comment