Home Breaking News / ତାଜା ଖବର ଜିଲ୍ଲାପାଳଙ୍କ ନେଡ଼ି ପଦର ସ୍କାର୍ଟ ସ୍କୁଲ ପରିଦର୍ଶନ

ଜିଲ୍ଲାପାଳଙ୍କ ନେଡ଼ି ପଦର ସ୍କାର୍ଟ ସ୍କୁଲ ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାପାଳ ଡା ବୁନ୍ଦା ଡି ବୁଧବାର ଫିରିଙ୍ଗିଆ ବ୍ଳକ ନେଡ଼ି ପଦର ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ପରିଦର୍ଶନରେ ଯାଇ ଚାଲିଥିବା କାମ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ଦୃଷ୍ଟିଦେବା ଲାଗି ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନକ ମଧ୍ୟରେ ବିଡିଓ ରଶ୍ମୀରଂଜନ ମହନ୍ତ ଓ ସହକାରୀ ଯନ୍ତ୍ରୀ ଇଂ ଡ଼ି .ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ର ଦୁଇଟି ହାଇ ସ୍କୁଲକୁ ମିଶାଇ ମୋଟ ୧୦ଗୋଟିହ।ଇ ସ୍କୁଲକୁ ସ୍କାର୍ଟ ହାଇସ୍କୁଲ କରାଯାଉଛି । . ଏସବୁ ହାଇସ୍କୁଲ ଗୁଡିକର ଅତ୍ୟାଧୁନିକ ଡିଜାଇନରେ ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉଦଘାଟନ କରାଯିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

related posts

Leave a Comment