Home Breaking News / ତାଜା ଖବର ଗଞ୍ଜେଇ ଚାଷ ରୋକିବା ପାଇଁ ପୋଲିସ ପ୍ରଶାସନ ତରଫରୁ ମିଳିତ ବୈଠକ ବା କାଯର୍ଯକ୍ରମ ଅନୁଷ୍ଠିତ

ଗଞ୍ଜେଇ ଚାଷ ରୋକିବା ପାଇଁ ପୋଲିସ ପ୍ରଶାସନ ତରଫରୁ ମିଳିତ ବୈଠକ ବା କାଯର୍ଯକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ମୁନିଗୁଡା ଥାନ ଶ୍ରୀ ଆକାଶ ଚନ୍ଦ୍ର ସାହୁଙ୍କ ଓ ସୁଜ୍ଞାନୀ ସାହୁଙ୍କ ନିର୍ଦେଶ ଏହି ଆୟଜନ ହୋଇଥିଲ। ଚୋର ଗୋଞେଇ ଚାଷ ଧୀରେ ଧୀରେ ବଢି ବିଷାକ୍ତ ବାତାବରଣ ସୂଷ୍ଟି କରିବାରେ ଲାଗିଛି। ପୋଲିସ ଓ ପ୍ରଶାସନ ଆଖିରେ ଧୁଲି ଦେଇ ଚୋର ବ୍ଯବସାୟୀ ସେମାନଙ୍କ କାୟା ବିସ୍ତାର କରିବାରେ ଛାଲିଛି। ନ୍ଯୟିକା ବ୍ଯବସ୍ଥା ମାଧ୍ୟମରେ ଜଣେ ବ୍ୟକ୍ତି ଗୋଞେଇ ଚାଷ ପାଇଁ ଦୋଷୀ ସାବ୍ୟସ୍ତ ହେଲେ 10ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କାର ଜୋରିମାନ, ଗୋଞେଇ କୋଣିସ ପ୍ରକାର ରଖିବା, ଚାଲାଣ କରିବା, ଚାଲଣରେ ସାହାଯ୍ଯ କରିବା ଇତ୍ୟାଦି ପାଇଁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ଓ ଦୁଇ ଲକ୍ଷ ଟଙ୍କାର ଜୋରିମାନ ବ୍ଯବସ୍ଥା ରହିଛି। ଏସ ଡିପିଓ ଆକାଶ ଚନ୍ଦ୍ର ସାହୁ, ଆଇ ଆଇସି ସୁଜ୍ଞ୍ଯନି ସାହୁ, ଏହି ବର୍ଷ ପୋଲିସ ପ୍ରଶାସନ ତରଫରୁ ଗୋଞେଇ ଚାଷ ଓ ଗୋଞେଇ ଚୋର ଚାଲାଣ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଦୂଡ ପଦେକ୍ଷପ ନେଇଛନ୍ତି। ମୁନିଗୁଡା ପୋଲିସ କୁ ଏହି ବର୍ଷ କେବଳ ଗୋଞେଇ ଚାଷ ଓ ଚାଲାଣ ଅଭିଯୋଗରେ ମୁନିଗୁଡା ଉପଖଣ୍ଡର ପ୍ରାୟ 50ରୁ ଅଭିଯୁକ୍ତ ଙ୍କୁ ଗିରାଫ କରିବା, ପ୍ରାୟ 8000 କି .ଗ୍ରା ରୁ ଅଧିକ ଗୋଞେଇ ସହିତ ଅନେକ ଯାହନ ବାହନ ଜବତ ହୋଇଛି। ଏହି ମଧ୍ଯରୁ ଅଭିଯାନର ଆଗକୁ ମଧ୍ଯ ଜାରି ରହିବ ବୋଲି ଶ୍ରୀ ଆକାଶ ଚନ୍ଦ୍ର ସାହୁ କହିଛନ୍ତି।କଲେଜ ଓ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷାତ୍ରି ଓ ଛାତ୍ର ଛାତ୍ରୀଙ୍କ ନେଇ ଏକ ଗୋଞେଇ ବାତାବରଣ ନେଇ ପୋଲିସ ଥାନା ଠାରୁ ଆରମ୍ଭ କରି ତିନିକୋଣିଆ ଛକ ରୁ ବ୍ଲକ ପଯ୍ୟନ୍ତ ରାଲି ହୋଇଥିଲ। ମୁନିଗୁଡା ପୋଲିସ ପ୍ରଶାସନ ପ୍ରୟାସ ଆରମ୍ଭ କରି ବେଳ ଥାଉ ଥାଉ ସଜାଗ ହେବା, ଗୋଞେଇ ଚାଷଠୁ ଦୂରେ ରହିବା, ପୁଅ ଝିଅ ମୁଖେ ହସ ଦେଖିବା, ଗୋଞେଇ ଚାଷ ଠାରୁ ଦୂରେଇ ରହିବା, ସରକାର ସାଥେ ହାତ ମିଲେଇ ଦେବା, ଗୋଞେଇ ଚାଷଠୁ ଆମେ ଦୁରେଇ ଯିବା। ଗୋଞେଇ ଚାଷ ନ କରି କେବଲ ପନିପରିବା ଫଳ ମୁଳ ଜୁଢଙ୍ଗ ,କାନ୍ଦୁଳ, ମକା,ମାଣ୍ଡିଆ, କୁଳଥ, ଜନା,ଓ ତୌଲ ଦ୍ରବ୍ଯ ରାଶି,ଅଲସି ଇତ୍ୟାଦିର ପ୍ରଶିକ୍ଷଣ ଚାଷ ଉପ୍ତାଦନ କରିବେ ବୋଲି ପୋଲିସ ପ୍ରଶାସନ ତରଫୁର ଜଣାପଡିଛି। ମୁନିଗୁଡା କିଛି କିରାନି ବ୍ଯବସାୟିକ ମାନେ ମଧ୍ଯ ଏହି ଏହି ରାଲିରେ ଯୋଗ ଦେଇଥିଲେ। ସମସ୍ତ ପୋଲିସ ପ୍ରଶାସନ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବସୁ ଓ ଦୋକାନ ବଜାର ଏହି ପାମ୍ପଲେଟ ବଣ୍ଟନ କରି ଲଗାଯାଇଛି ପୋଲିସ ପ୍ରଶାସନ ତରଫରୁ।

related posts

Leave a Comment