Home Breaking News କୃଷି ସମ୍ପ୍ରସାରଣ ଅଭିଯାନ ଆରମ୍ଭ

କୃଷି ସମ୍ପ୍ରସାରଣ ଅଭିଯାନ ଆରମ୍ଭ

by Times One Odia
Share with
     
 
 
   

ଆଗଲପୁର(ଦେବାନନ୍ଦ ପୁଟେଲ): ବଲାଙ୍ଗୀର ଜିଲ୍ଲା କୃଷି ରଥ ସଘନ କୃଷି ସମ୍ପ୍ରସାରଣ ଅଭିଯାନ ଆଗଲପୁର ବ୍ଲକର ସାଲେଭଟା ସହ ଆଖପାଖ ପଂଚାୟତରେ ଆରମ୍ଭ ହୋଇଯାଇଛି l ବ୍ଲକ କୃଷି ଅଧିକାରୀ ବିଶେଶ୍ୱରଙ୍କ ଜରିଆରେ ସହକାରୀ ବୈଷୟିକ ପରିଚାଳକ ଆନନ୍ଦ କୁମାର ଯୁଆଡି ଓ ହରିହର ହଂସ, କୃଷି ଅଧିଦର୍ଶକ ଧନମତ ହରିପାଳ, ଗ୍ରାମ୍ୟ କୃଷି କର୍ମଚାରୀ ସାଲେଭଟା ବବିତା ପାଣିଗ୍ରାହୀ ଓ ଜୟନ୍ତୀ ମହାନନ୍ଦ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ହେଉଛି l କୃଷି ରଥ ସମ୍ପ୍ରସାରଣର ମୂଳ ଉଦେଶ୍ୟ ଏହା ଯେ ଗାଁ ଗାଁ ତଥା ପଂଚାୟତ ଗୁଡିକୁ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଚାଷ ବିଷୟରେ ଜାଗୃତ କରିବା, ଏହା ଦ୍ୱାରା ଚାଷୀମାନେ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ ହୋଇ ପାରିବେ, ଜୈ ଯବାନ ଜୈ କିସାନ ନାରା ଦେଉଥିବା ଦେଶରେ ବର୍ତ୍ତମାନ ଚାଷୀ ହନ୍ତ ସନ୍ତ ଚାଷୀ ପାଇଁ ଯୋଜନା ପରେ ଯୋଜନା ହେଉଥିବା ବେଳେ,ଚାଷୀ ପାଖରେ ପହଂଚି ପାରୁ ନାହିଁ,

related posts

Leave a Comment