Home Breaking News / ତାଜା ଖବର ଢେଙ୍କାନାଳ ବନଖଣ୍ଡ ଅଧୀନରେ ଚିତା ବାଘର ସିସିଟିଭି ଫୁଟଲେସରେ କଏଦ ହେଲା ଦୃଶୀୟ

ଢେଙ୍କାନାଳ ବନଖଣ୍ଡ ଅଧୀନରେ ଚିତା ବାଘର ସିସିଟିଭି ଫୁଟଲେସରେ କଏଦ ହେଲା ଦୃଶୀୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଚିତା ବାଘ ସିସି ଟିଭି ରେ କଏଦ ହେlଇଛି, ବନ ବିଭାଗପକ୍ଷରୁ ଜଙ୍ଗଲରେ ଲାଗି ଥିବା କିୟାମେରା ରେ କଏଦ ହେଲା ଚିତା ବାଘର ଗତିବିଧି, ଭିଡ଼ିଓ ଟିଉଟ କଲେ ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗେଗୁନେନି, ଜିଲ୍ଲାରେ ପ୍ରାୟ ଆଉ କିଛି ଜଙ୍ଗଲରେ ଚିତା ବାଘ ଥିବା ବନ ବିଭାଗ ଅନୁମାନ କରୁଛନ୍ତି, ଢେଙ୍କାନାଳ ବନଖଣ୍ଡ ଅଧୀନବିଭିନ୍ନ ଜଙ୍ଗଲରେ 7ଟି ଚିତାବାଘ ଅନେକ ଛୁଆ ସହ, ବିଭିନ୍ନ ପ୍ରଜାତିର ପଶୁଥିବା ନେଇ ବନଖଣ୍ଡ ଅଧିକାରୀ, କହିଛନ୍ତି

related posts

Leave a Comment