Home Breaking News / ତାଜା ଖବର ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୩ ଗିରଫ

ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୩ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଭୃଙ୍ଗି ଯୋଡି ଗ୍ରାମରୁ ଦୁଇକୁଇଣ୍ଟାଲ ଚୋରା ଗଞ୍ଜେଇ ସହ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏମାନେ ଏ ସବୁ ଗଞ୍ଜେଇ କୁ ଗଲାଣ କରିବାଲାଗି ରଖିଥିଲେ ବୋଲି ଫିରିଙ୍ଗିଆ ଥାନା ଅଧିକାରି ଶ୍ୟାମସୁନ୍ଦରରା ଓ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଭୃଙ୍ଗିଯୋଡି ପଞ୍ଚାୟତରମହୁଲିଙ୍ଗି ଆଗ୍ରାମର ନିଳାମ୍ବର କହଁର, ହୋଇଥିବାବେଳେ କଳଙ୍ଗା ଡି ଗାଲ, ଓ ଥମାସ ଡି ଗାଲ କୁ ଦ୍ରୁହା ଗ୍ରାମର ବୋଲି ଜଣାପଡିଛି ।
ପୋଲିସ ୯୮/୨୧ରେ ମାମଲା ରୁଜ୍ କରି ଘଟଣାର ତଦନ୍ତ କରୁଛି।

related posts

Leave a Comment