Home Breaking News / ତାଜା ଖବର ଟିକିରି ସହର ରାସ୍ତା କଡରେ କୁଢ କୁଢ ଆବର୍ଜନା ଲୋକେ ଅସନ୍ତୋଷ

ଟିକିରି ସହର ରାସ୍ତା କଡରେ କୁଢ କୁଢ ଆବର୍ଜନା ଲୋକେ ଅସନ୍ତୋଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଟିକିରି ରେ ମୁଖ୍ୟ ବ୍ୟବସାୟିକ କେଦ୍ର ହୋଇଥିବା ବେଳେ ଏଠାରେ ସ୍ଵଚ୍ଛ ଭାରତ ଅଭିଯାନ ଏଠାରେ ଫେଲମାରୁଛି ।ରାସ୍ତା କଡରେ ପଡିଛି କୁଢ ଆବଜନା ଆବଜନା କାଢିବା ଦିଗରେ ଦୀଘଦିନ ଧରି ପ୍ରଶାସନ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରିଛନ୍ତି ସ୍ଵଚ୍ଛ ଭାରତ ଅଭିଯାନରେ ସରକାର ଘରେ ଘରେ ସରକାର ପାଇଖନା ନିମାଣ କରୁଥିବା ବେଳେ ଏଠାରେ ରାସ୍ତାକଡ ପାଲଟିଛି ପାଇଖନା ଏମିତି କି ବଷା ଦିନ ହେତୁ କଣ୍ଟା ବୁଦା ବଢିଯାଇ ଥିବାରୁ ରାସ୍ତା ଉପରେ ମଳତ୍ୟାଗ କରୁଛନ୍ତି ଲୋକେ । ସେହି ରାସ୍ତା ଗୋଟିଏ ପାଶ୍ଵାରେ ବିଦ୍ୟାଳୟ ରହିଥିବା ବେଳେ ଆଉ ଗୋଟିଏ ପାଶ୍ଵରେ ରାଣୀ ଶିବମଦିର ରହିଛି ବିଦ୍ୟାଳୟ କିମ୍ବା ମଦିର ଯିବା ସମୟରେ ଦୁଗନ୍ଦମୟ ପରିବେଶରେ ଯାତାୟତ କରୁଛନ୍ତି ଲୋକେ ଓ ପିଲା ମାନେ । ଏହା ସହିତ କେବଳ ମଦିର ପାଶ୍ଵ କାହିକି ଅଞ୍ଚଳ ର ବିଭିନ ସ୍ଥାନେ ସ୍ଥାନେ ଅଳିଆ ଗଦା ହୋଇପଡିଛି । ଟିକିରି ର ୟୁପିସ୍କୁଲ ସହ ରେଳ ଟେଷନ ଯିଵା ମୁଖ୍ଯ ରାସ୍ତା ମଧ୍ୟ ପଡି ରହିଛି ‌।ଏହା ସହିତ େଡ୍ରନଗୁଡିକ ପୋତି ହେବା କାରଣରୁ ଯାହାଫଳ ଡେନ୍ ଯେଉ ସବୁ କାଚ ବୋତଲ ଓ ପୁରୁଣା ଲୁହା କଣ୍ଟା ଇତ୍ୟାଦି ଭାସି ଆସି ରାସ୍ତାଉପରେ ଗଦା ହେଉଛି ଫଳରେ ଯାତାୟତ ରେ ଵାଧା ହେଉଛି ।ତେଣୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବା ସହ ଆବଜନା କୁ ପଞ୍ଚାୟତ ପକ୍ଷରୁ ସଫା କରିବା ଅଞ୍ଚଳ ବାସୀ ଦାବି ହୋଇଛି।

related posts

Leave a Comment