Home Breaking News / ତାଜା ଖବର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ

ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରୋଭର୍ସ କ୍ଳବ୍ ପକ୍ଷରୁ ପ୍ରେମ ନଗରସ୍ଥିତ ଦିବ୍ୟାନନ୍ଦ ଡକ୍ଟର ହବ ଠାରେ ଶୁକ୍ରବାର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। କ୍ଳବ୍ ପୂର୍ବତନ ସଭାପତି ଅଟଳେନ୍ଦୁ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କ୍ଲବ୍ ସମ୍ପାଦକ ହୃଷୀକେଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁଙ୍କ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ଆର୍. କେ ରଥ, ପ୍ରଦୀପ ପାତ୍ର, ଜଲାଲ ପାତ୍ର, ଉପଦେଷ୍ଟା ଶ୍ରୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଏଚ.କେ ମହାପାତ୍ର, କ୍ୟସିଆର ଶ୍ରୀ ପଟ୍ଟନାୟକ, ରାମ ଶଙ୍କର ପଟ୍ଟନାୟକ, ସୁଧୀର ପାତ୍ର, ଚାନ୍ଦୁ ଭାଇନା, ଦୀନବନ୍ଧୁ ଗୁରୁଜୀ, ଚକରା, ପପୁ, ରାମ, ନବୀନ, ପୁଲିସ କର୍ମଚାରୀ ନବୀନ, ସନ୍ତୋଷ, ଲକ୍ଷ୍ମୀ ଭାଇନା ପ୍ରମୁଖ କ୍ଳବ୍ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

related posts

Leave a Comment